୪ ରାଜ୍ୟର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଛି ୩୮୬୧ କୋଟି

The Sakala Picture
Published On

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ଭଳି ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ୩୮୬୧.୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ସ୍ତରରେ ଏହି ତଥ୍ୟ ଦିଆଯାଇଥିଲେ ମଧ୍ୟ ଏହି ୫ ନିର୍ବାଚନରେ ବେସରକାରୀ ସ୍ତରରେ ଟେଉଁ ତଥ୍ୟ ଦିଆଯାଇଛି ତାହା ବିଶ୍ବାସ କରିହେବ ନାହିଁ। କେବଳ ଲୋକସଭା ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ […]

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ଭଳି ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ୩୮୬୧.୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ସ୍ତରରେ ଏହି ତଥ୍ୟ ଦିଆଯାଇଥିଲେ ମଧ୍ୟ ଏହି ୫ ନିର୍ବାଚନରେ ବେସରକାରୀ ସ୍ତରରେ ଟେଉଁ ତଥ୍ୟ ଦିଆଯାଇଛି ତାହା ବିଶ୍ବାସ କରିହେବ ନାହିଁ। କେବଳ ଲୋକସଭା ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ ବେସରକାରୀ ସ୍ତରରେ କୁହାଯାଇଛି। ତେବେ ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ଠାରେ ଯେଉଁ ତଥ୍ୟ ରଖିଥିଲେ ତାହାକୁ ‘କମନୱେଲ୍ଥ ହ୍ୟୁମାନ ରାଇଟସ୍‌ ଇନିସିଏଟିଭ୍‌ (ସିଏଚଆର୍‌ଆଇ) ପକ୍ଷରୁ ବିଶ୍ଲେଷଣ କରାଯିବା ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବ୍ୟୟ କରାଯାଇଥିବା ରାଶିକୁ ନେଇ ତଥ୍ୟ ରଖାଯାଇଛି। ସବୁ ଦଳର ନିର୍ବାଚନୀ ଖର୍ଚ୍ଚ ୩୮୬୧.୫୭ କୋଟି ଟଙ୍କା ରହିଥିଲା ବେଳେ କେବଳ ବିଜେପି ସର୍ବାଧିକ ଭାବେ ୧୭୩୭.୬୮ କୋଟି ଟଙ୍କା ବ୍ୟୟ କରିଥିବା କୁହାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ରଖିଥିଲେ। ବିଭିନ୍ନ ଦଳ ପାଇଥିବା ଦାନ ଅର୍ଥ ଅନୁସାରେ ପ୍ରାୟ ୨୨ଟି ପ୍ରମୁଖ ଦଳ ନିର୍ବାଚନ ପାଇଁ ୧୮ ହଜାର ୭୪୨.୩୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ତଥ୍ୟ ରଖିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

25 Mar 2025 By The Sakala

୪ ରାଜ୍ୟର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଛି ୩୮୬୧ କୋଟି

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ,ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ଭଳି ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ୩୮୬୧.୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ସ୍ତରରେ ଏହି ତଥ୍ୟ ଦିଆଯାଇଥିଲେ ମଧ୍ୟ ଏହି ୫ ନିର୍ବାଚନରେ ବେସରକାରୀ ସ୍ତରରେ ଟେଉଁ ତଥ୍ୟ ଦିଆଯାଇଛି ତାହା ବିଶ୍ବାସ କରିହେବ ନାହିଁ। କେବଳ ଲୋକସଭା ନିର୍ବାଚନରେ ୧.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ ପକ୍ଷରୁ ବେସରକାରୀ ସ୍ତରରେ କୁହାଯାଇଛି। ତେବେ ନିର୍ବାଚନ ବେଳେ ସବୁ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ଠାରେ ଯେଉଁ ତଥ୍ୟ ରଖିଥିଲେ ତାହାକୁ ‘କମନୱେଲ୍ଥ ହ୍ୟୁମାନ ରାଇଟସ୍‌ ଇନିସିଏଟିଭ୍‌ (ସିଏଚଆର୍‌ଆଇ) ପକ୍ଷରୁ ବିଶ୍ଲେଷଣ କରାଯିବା ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବ୍ୟୟ କରାଯାଇଥିବା ରାଶିକୁ ନେଇ ତଥ୍ୟ ରଖାଯାଇଛି। ସବୁ ଦଳର ନିର୍ବାଚନୀ ଖର୍ଚ୍ଚ ୩୮୬୧.୫୭ କୋଟି ଟଙ୍କା ରହିଥିଲା ବେଳେ କେବଳ ବିଜେପି ସର୍ବାଧିକ ଭାବେ ୧୭୩୭.୬୮ କୋଟି ଟଙ୍କା ବ୍ୟୟ କରିଥିବା କୁହାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନ ଖର୍ଚ୍ଚକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ରଖିଥିଲେ। ବିଭିନ୍ନ ଦଳ ପାଇଥିବା ଦାନ ଅର୍ଥ ଅନୁସାରେ ପ୍ରାୟ ୨୨ଟି ପ୍ରମୁଖ ଦଳ ନିର୍ବାଚନ ପାଇଁ ୧୮ ହଜାର ୭୪୨.୩୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ତଥ୍ୟ ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର