ସନାତନ ବିବାଦରେ ଘିଅ ଢାଲିଲେ ଡିଏମ୍‌କେ ଏମ୍‌ପି ଏ ରାଜା, ଏଚଆଇଭି ଅବା କୁଷ୍ଠ ରୋଗ ସହ କଲେ ତୁଳନା

The Sakala Picture
Published On

ନୂଆଦିଲ୍ଲୀ: ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା […]

ନୂଆଦିଲ୍ଲୀ: ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା HIV ଭଳି ସାମାଜିକ କଳଙ୍କ ରୋଗ ଭଳି ।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଏହି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିବାବେଳେ ଘଟଣାକୁ ନେଇ ୟୁପିରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ବିରୋଧୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ବିଜେପି ସରକାର ଧର୍ମ ନାଁରେ ରାଜନୀତି କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

07 Sep 2023 By The Sakala

ସନାତନ ବିବାଦରେ ଘିଅ ଢାଲିଲେ ଡିଏମ୍‌କେ ଏମ୍‌ପି ଏ ରାଜା, ଏଚଆଇଭି ଅବା କୁଷ୍ଠ ରୋଗ ସହ କଲେ ତୁଳନା

ନୂଆଦିଲ୍ଲୀ: ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା HIV ଭଳି ସାମାଜିକ କଳଙ୍କ ରୋଗ ଭଳି ।

ଏହି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିବାବେଳେ ଘଟଣାକୁ ନେଇ ୟୁପିରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ବିରୋଧୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ବିଜେପି ସରକାର ଧର୍ମ ନାଁରେ ରାଜନୀତି କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର