ଇସ୍ରାଏଲ୍‌ ଗସ୍ତ କରିପାରନ୍ତି ବାଇଡେନ୍‌

The Sakala Picture
Published On

ୱାଶିଂଟନ: ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ବାଇଡେନ୍‌ । ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି। ଇସ୍ରାଏଲ ସାଥିରେ ରହିଛୁ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି ।  ତେବେ ବାଇଡେନଙ୍କ ଗସ୍ତକୁ ନେଇ ସଠିକ ତାରିଖ ଧାର୍ଯ୍ୟ କରାଯାଇ ନାହିଁ । ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି ବୋଲି କହି ସାରିଛନ୍ତି ବାଇଡେନ୍‌ ।  ଇସ୍ରାଏଲ […]

ୱାଶିଂଟନ: ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ବାଇଡେନ୍‌ । ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି। ଇସ୍ରାଏଲ ସାଥିରେ ରହିଛୁ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି ।  ତେବେ ବାଇଡେନଙ୍କ ଗସ୍ତକୁ ନେଇ ସଠିକ ତାରିଖ ଧାର୍ଯ୍ୟ କରାଯାଇ ନାହିଁ ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି ବୋଲି କହି ସାରିଛନ୍ତି ବାଇଡେନ୍‌ ।  ଇସ୍ରାଏଲ ଆକ୍ରମଣରେ ଏଯାବତ ୨୬୭୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧର ନବମ ଦିନ ସୁଦ୍ଧା ୯,୨୦୦ ପାଲେଷ୍ଟେନୀୟ ଆହତ ହୋଇଥିବା ବେଳେ ହମାସ୍‌ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

16 Oct 2023 By The Sakala

ଇସ୍ରାଏଲ୍‌ ଗସ୍ତ କରିପାରନ୍ତି ବାଇଡେନ୍‌

ୱାଶିଂଟନ: ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ବାଇଡେନ୍‌ । ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି । ବାଇଡେନଙ୍କ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି। ଇସ୍ରାଏଲ ସାଥିରେ ରହିଛୁ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି ।  ତେବେ ବାଇଡେନଙ୍କ ଗସ୍ତକୁ ନେଇ ସଠିକ ତାରିଖ ଧାର୍ଯ୍ୟ କରାଯାଇ ନାହିଁ ।

ଯୁଦ୍ଧ ପାଇଁ ଆମେରିକା ସେନା ପଠାଇବନି ବୋଲି କହି ସାରିଛନ୍ତି ବାଇଡେନ୍‌ ।  ଇସ୍ରାଏଲ ଆକ୍ରମଣରେ ଏଯାବତ ୨୬୭୦ ପାଲେଷ୍ଟେନୀୟଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧର ନବମ ଦିନ ସୁଦ୍ଧା ୯,୨୦୦ ପାଲେଷ୍ଟେନୀୟ ଆହତ ହୋଇଥିବା ବେଳେ ହମାସ୍‌ ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର