ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିବାକୁ ‘ଚନ୍ଦ୍ରଯାନ-୪’ ପାଇଁ ୨ଟି ରକେଟ ଉତ୍‌କ୍ଷେପଣ କରିବ ଇସ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପ୍ରଥମ ଥର ନିମନ୍ତେ ଦୁଇଟି ରକେଟ ବ୍ୟବହାର କରିବ। ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରୁ ପଥର ଓ ମାଟି ସଂଗ୍ରହ କରି ଅଣାଯିବ। ଏହା ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ। ଏଲଭିଏମ-୩ ଓ ପିଏସଏଲଭି ଏହି ଦୁଇ ରକେଟ ଚନ୍ଦ୍ରଯାନ-୪ ମିଶନ ପାଇଁ ଭିନ୍ନ ଭିନ୍ନ ପେଲୋଡ ଭିନ୍ନ ଭିନ୍ନ ଦିନରେ ମହାକାଶକୁ ନେବେ। ଚନ୍ଦ୍ରଯାନ-୪ରେ ୫ଟି […]

ନୂଆଦିଲ୍ଲୀ: ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପ୍ରଥମ ଥର ନିମନ୍ତେ ଦୁଇଟି ରକେଟ ବ୍ୟବହାର କରିବ। ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରୁ ପଥର ଓ ମାଟି ସଂଗ୍ରହ କରି ଅଣାଯିବ। ଏହା ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ। ଏଲଭିଏମ-୩ ଓ ପିଏସଏଲଭି ଏହି ଦୁଇ ରକେଟ ଚନ୍ଦ୍ରଯାନ-୪ ମିଶନ ପାଇଁ ଭିନ୍ନ ଭିନ୍ନ ପେଲୋଡ ଭିନ୍ନ ଭିନ୍ନ ଦିନରେ ମହାକାଶକୁ ନେବେ। ଚନ୍ଦ୍ରଯାନ-୪ରେ ୫ଟି ସ୍ପେସକ୍ରାଫ୍ଟ ମଡ୍ୟୁଲ ରହିବ। ଏଥିରେ ୪ଟନ୍ ପେଲୋଡ୍ ବହନକ୍ଷମ ଏଲଭିଏମ-୩ ରକେଟ ପ୍ରପଲସନ୍‌ ଡିସେଣ୍ଡର ଓ ଆସେଣ୍ଡର ଏହି ତିନି ମଡ୍ୟୁଲ ମହାକାଶକୁ ପ୍ରେରଣ କରିବ। ସେହିଭଳି ପିଏସଏଲଭି ରକେଟ ଟ୍ରାନ୍ସଫର ଓ ରି-ଏଣ୍ଟ୍ରି ମଡ୍ୟୁଲ ବହନ କରି ମହାକାଶକୁ ଯିବ। ପ୍ରଥମ ଥର ପାଇଁ ଚନ୍ଦ୍ରୟାନ-୪ ମିଶନରେ ଗୋଟିଏ ରକେଟ ମହାକାଶକୁ ଛଡ଼ାଯିବାର କିଛି ଦିନ ବ୍ୟବଧାନରେ ଦ୍ବିତୀୟ ରକେଟ ଛଡ଼ାଯିବ। ତେବେ ଚନ୍ଦ୍ରୟାନ-୪ ମିଶନ ୨୦୨୮ ପୂର୍ବରୁ ଲଞ୍ଚ କରାଯିବା ଯୋଜନା ନାହିଁ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

10 Mar 2024 By The Sakala

ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିବାକୁ ‘ଚନ୍ଦ୍ରଯାନ-୪’ ପାଇଁ ୨ଟି ରକେଟ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପ୍ରଥମ ଥର ନିମନ୍ତେ ଦୁଇଟି ରକେଟ ବ୍ୟବହାର କରିବ। ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରୁ ପଥର ଓ ମାଟି ସଂଗ୍ରହ କରି ଅଣାଯିବ। ଏହା ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ। ଏଲଭିଏମ-୩ ଓ ପିଏସଏଲଭି ଏହି ଦୁଇ ରକେଟ ଚନ୍ଦ୍ରଯାନ-୪ ମିଶନ ପାଇଁ ଭିନ୍ନ ଭିନ୍ନ ପେଲୋଡ ଭିନ୍ନ ଭିନ୍ନ ଦିନରେ ମହାକାଶକୁ ନେବେ। ଚନ୍ଦ୍ରଯାନ-୪ରେ ୫ଟି ସ୍ପେସକ୍ରାଫ୍ଟ ମଡ୍ୟୁଲ ରହିବ। ଏଥିରେ ୪ଟନ୍ ପେଲୋଡ୍ ବହନକ୍ଷମ ଏଲଭିଏମ-୩ ରକେଟ ପ୍ରପଲସନ୍‌ ଡିସେଣ୍ଡର ଓ ଆସେଣ୍ଡର ଏହି ତିନି ମଡ୍ୟୁଲ ମହାକାଶକୁ ପ୍ରେରଣ କରିବ। ସେହିଭଳି ପିଏସଏଲଭି ରକେଟ ଟ୍ରାନ୍ସଫର ଓ ରି-ଏଣ୍ଟ୍ରି ମଡ୍ୟୁଲ ବହନ କରି ମହାକାଶକୁ ଯିବ। ପ୍ରଥମ ଥର ପାଇଁ ଚନ୍ଦ୍ରୟାନ-୪ ମିଶନରେ ଗୋଟିଏ ରକେଟ ମହାକାଶକୁ ଛଡ଼ାଯିବାର କିଛି ଦିନ ବ୍ୟବଧାନରେ ଦ୍ବିତୀୟ ରକେଟ ଛଡ଼ାଯିବ। ତେବେ ଚନ୍ଦ୍ରୟାନ-୪ ମିଶନ ୨୦୨୮ ପୂର୍ବରୁ ଲଞ୍ଚ କରାଯିବା ଯୋଜନା ନାହିଁ।

https://www.thesakala.in/national-international/chandrayaan-4-will-bring-soil-and-rocks-from-the-moon/article-30545
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର