ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’: ଇସ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ  ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି […]

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ  ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ ଏଲ-୧ ର ଲଞ୍ଚ ବିଷୟରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ ର ମିଶନର ପ୍ରକ୍ରିୟା ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର ଏଲ-୧ ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା ଏଲ-୧ ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି । ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସକେପ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ । ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି ବୋଲି କହିଛନ୍ତି ଏସ ସୋମନାଥ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

24 Aug 2023 By The Sakala

ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’: ଇସ୍ରୋ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ  ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।

ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ ଏଲ-୧ ର ଲଞ୍ଚ ବିଷୟରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ ର ମିଶନର ପ୍ରକ୍ରିୟା ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର ଏଲ-୧ ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା ଏଲ-୧ ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ ।

ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି । ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସକେପ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ । ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି ବୋଲି କହିଛନ୍ତି ଏସ ସୋମନାଥ ।

https://www.thesakala.in/national-international/aditya-l1-mission-to-be-launched-in-september/article-24757
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର