ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର ଦେଲେ ମୋଦି

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି।। ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍। ହ୍ୱାଇଟ୍ ହାଉସରେ ରାତ୍ରୀକାଳୀନ ଭୋଜି ମଧ୍ୟ ଆୟୋଜିତ ହୋଇଛି । ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି।। ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍। ହ୍ୱାଇଟ୍ ହାଉସରେ ରାତ୍ରୀକାଳୀନ ଭୋଜି ମଧ୍ୟ ଆୟୋଜିତ ହୋଇଛି । ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ବିଭିନ୍ନ ପ୍ରକାର ଉପହାର ମଧ୍ୟ ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ରିପୋର୍ଟ ଅନୁସାରେ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ହସ୍ତ ନିର୍ମିତ ପ୍ରାଚୀନ ଆମେରିକୀୟ ପୁସ୍ତକକୁ ଉପହାର ସ୍ୱରୂପ ମୋଦିଙ୍କୁ ଭେଟି ଦେଇଛନ୍ତି । ଏହାବ୍ୟତୀତ ବାଇଡେନ୍ ଏକ ବିଣ୍ଟେଜ୍ ଆମେରିକୀୟ କ୍ୟାମେରା, ଜର୍ଜ ଇଷ୍ଟମେନ୍ ଙ୍କ ପ୍ରଥମ କୋଡକ କ୍ୟାମେରାର ପେଣ୍ଟେଣ୍ଟର ଏକ ଅଭିଲେଖୀୟ ପ୍ରତିକୃତି ଏବଂ ଆମେରିକୀୟ ବନ୍ୟଜନ୍ତୁ ଫଟୋଗ୍ରାଫିର ଏକ ହାର୍ଡକବର ପୁସ୍ତକ ଉପହାର ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ସେହିପରି ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ର ସବୁଜ ହୀରା ମୋଦି ଉପହାର ସ୍ୱରୂପ ଭେଟି ଦେଇଛନ୍ତି । ରାଜସ୍ଥାନ କାରିଗରଙ୍କ ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । ଏହାବାଦ ପଞ୍ଜାବରୁ ଆଣିଥିବା ଘିଅ ଦାନ କରିଥିବା ବେଳେ ଝାଡ଼ଖଣ୍ଡରୁ ଆଣିଥିବା ଟସର ସିଲ୍କର କପଡ଼ା ପ୍ରଦାନ କରିଥିଲେ। କେବଳ ଏତିକି ନୁହଁ ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଚିଠି, ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ନିଷ୍ପତ୍ତି

22 Jun 2023 By The Sakala

ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି।। ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍। ହ୍ୱାଇଟ୍ ହାଉସରେ ରାତ୍ରୀକାଳୀନ ଭୋଜି ମଧ୍ୟ ଆୟୋଜିତ ହୋଇଛି । ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ବିଭିନ୍ନ ପ୍ରକାର ଉପହାର ମଧ୍ୟ ପ୍ରଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ହସ୍ତ ନିର୍ମିତ ପ୍ରାଚୀନ ଆମେରିକୀୟ ପୁସ୍ତକକୁ ଉପହାର ସ୍ୱରୂପ ମୋଦିଙ୍କୁ ଭେଟି ଦେଇଛନ୍ତି । ଏହାବ୍ୟତୀତ ବାଇଡେନ୍ ଏକ ବିଣ୍ଟେଜ୍ ଆମେରିକୀୟ କ୍ୟାମେରା, ଜର୍ଜ ଇଷ୍ଟମେନ୍ ଙ୍କ ପ୍ରଥମ କୋଡକ କ୍ୟାମେରାର ପେଣ୍ଟେଣ୍ଟର ଏକ ଅଭିଲେଖୀୟ ପ୍ରତିକୃତି ଏବଂ ଆମେରିକୀୟ ବନ୍ୟଜନ୍ତୁ ଫଟୋଗ୍ରାଫିର ଏକ ହାର୍ଡକବର ପୁସ୍ତକ ଉପହାର ଦେଇଛନ୍ତି ।

ସେହିପରି ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ର ସବୁଜ ହୀରା ମୋଦି ଉପହାର ସ୍ୱରୂପ ଭେଟି ଦେଇଛନ୍ତି । ରାଜସ୍ଥାନ କାରିଗରଙ୍କ ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । ଏହାବାଦ ପଞ୍ଜାବରୁ ଆଣିଥିବା ଘିଅ ଦାନ କରିଥିବା ବେଳେ ଝାଡ଼ଖଣ୍ଡରୁ ଆଣିଥିବା ଟସର ସିଲ୍କର କପଡ଼ା ପ୍ରଦାନ କରିଥିଲେ। କେବଳ ଏତିକି ନୁହଁ ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର