ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଆଫସିନ୍ ଇସମିଲ୍

The Sakala Picture
Published On

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆଫସିନ୍ ଇସମିଲ୍। ୨୦ ବର୍ଷୀୟ ଆଫଶୀନ ଇସମିଲ୍‌ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ଆଫଶୀନଙ୍କ ଜନ୍ମ। ତାଙ୍କ ପୂର୍ବରୁ ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଏଡଓ୍ବାର୍ଡ ନିନୋ ହର୍ଣ୍ଣାଣ୍ଡିଜ୍ ରହିଥିଲେ। ୧୯୮୬ ମେ ୧୦ ତାରିଖରେ କଲମ୍ବିଆରେ ଜନ୍ମ ଗ୍ରହଣ କରିଥିବା ଏଡଓ୍ବର୍ଡଙ୍କ ଉଚ୍ଚତା ୭୨.୧ ସେମି (୨ […]

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆଫସିନ୍ ଇସମିଲ୍। ୨୦ ବର୍ଷୀୟ ଆଫଶୀନ ଇସମିଲ୍‌ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ଆଫଶୀନଙ୍କ ଜନ୍ମ।

ତାଙ୍କ ପୂର୍ବରୁ ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଏଡଓ୍ବାର୍ଡ ନିନୋ ହର୍ଣ୍ଣାଣ୍ଡିଜ୍ ରହିଥିଲେ। ୧୯୮୬ ମେ ୧୦ ତାରିଖରେ କଲମ୍ବିଆରେ ଜନ୍ମ ଗ୍ରହଣ କରିଥିବା ଏଡଓ୍ବର୍ଡଙ୍କ ଉଚ୍ଚତା ୭୨.୧ ସେମି (୨ ଫୁଟ୍ ୪.୩୮ ଇଞ୍ଚ) ରହିଥିଲା।  ତାଙ୍କୁ ୨୦୨୦ ଫେବୃଆରୀ ୨୯ ରେ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଆଫଶୀନଙ୍କୁ ତିନି ବର୍ଷର ଶିଶୁର କପଡ଼ା ଫିଟ୍ ହୋଇଥାଏ। ଅବଶ୍ୟ ଏହାର ଡିଜାଇନ୍ ଭିନ୍ନ ରହିଥାଏ। ଖେଳି ନପାରିଲେ ବି ଆଫଶୀନ ଫୁଟ୍‌ବଲ୍ ଦେଖିବାକୁ ଭଲ ପାଆନ୍ତି। ଏହା ସହ ଆଫଶୀନଙ୍କୁ ଗୀତ ଏବଂ ଡାନ୍ସ ଦେଖିବାକୁ ଭଲ ପାଆନ୍ତି। ତାଙ୍କର ଓଜନ ୧୪.୩ ପାଉଣ୍ତ ଯାହାକି ଏକ ସାଧାରଣ ବିଲେଇ ସହ ସମାନ । ସେ କହିଛନ୍ତି ପରିବାର ଲୋକଙ୍କ ସାହାଯ୍ୟ କରିବାକୁ ତାଙ୍କ ସ୍ବପ୍ନ ରହିଛି। ଏହି ପରିଚୟ ତାଙ୍କୁ ତାଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇପାରେ ବୋଲି ​‌ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ

15 Dec 2022 By The Sakala

ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଆଫସିନ୍ ଇସମିଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆଫସିନ୍ ଇସମିଲ୍। ୨୦ ବର୍ଷୀୟ ଆଫଶୀନ ଇସମିଲ୍‌ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ଆଫଶୀନଙ୍କ ଜନ୍ମ।

ତାଙ୍କ ପୂର୍ବରୁ ଦୁନିଆର ସବୁଠୁ ବାଙ୍ଗରା ମଣିଷ ଭାବରେ ଏଡଓ୍ବାର୍ଡ ନିନୋ ହର୍ଣ୍ଣାଣ୍ଡିଜ୍ ରହିଥିଲେ। ୧୯୮୬ ମେ ୧୦ ତାରିଖରେ କଲମ୍ବିଆରେ ଜନ୍ମ ଗ୍ରହଣ କରିଥିବା ଏଡଓ୍ବର୍ଡଙ୍କ ଉଚ୍ଚତା ୭୨.୧ ସେମି (୨ ଫୁଟ୍ ୪.୩୮ ଇଞ୍ଚ) ରହିଥିଲା।  ତାଙ୍କୁ ୨୦୨୦ ଫେବୃଆରୀ ୨୯ ରେ ଘୋଷଣା କରାଯାଇଥିଲା।

ଆଫଶୀନଙ୍କୁ ତିନି ବର୍ଷର ଶିଶୁର କପଡ଼ା ଫିଟ୍ ହୋଇଥାଏ। ଅବଶ୍ୟ ଏହାର ଡିଜାଇନ୍ ଭିନ୍ନ ରହିଥାଏ। ଖେଳି ନପାରିଲେ ବି ଆଫଶୀନ ଫୁଟ୍‌ବଲ୍ ଦେଖିବାକୁ ଭଲ ପାଆନ୍ତି। ଏହା ସହ ଆଫଶୀନଙ୍କୁ ଗୀତ ଏବଂ ଡାନ୍ସ ଦେଖିବାକୁ ଭଲ ପାଆନ୍ତି। ତାଙ୍କର ଓଜନ ୧୪.୩ ପାଉଣ୍ତ ଯାହାକି ଏକ ସାଧାରଣ ବିଲେଇ ସହ ସମାନ । ସେ କହିଛନ୍ତି ପରିବାର ଲୋକଙ୍କ ସାହାଯ୍ୟ କରିବାକୁ ତାଙ୍କ ସ୍ବପ୍ନ ରହିଛି। ଏହି ପରିଚୟ ତାଙ୍କୁ ତାଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇପାରେ ବୋଲି ​‌ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର