ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

Madhusudan Das Picture
Published On

ଆସିକା: ପାରିବାରିକ କଳହର କରୁଣ ପରିଣତି । ଭିଣେଇଙ୍କ ଛୁରା ମାଡ଼ରେ ଗୁରୁତର ହେଲେ ଶାଳକ । ଗଞ୍ଜାମ ଜିଲ୍ଲା ଆସିକା ନୂଆ ବସଷ୍ଟାଣ୍ଡ ନିକଟରେ ଭିଣୋଇର ଛୁରା ମାଡ଼ରେ ଶଳା ଗୁରୁତର ହୋଇଛନ୍ତି । ଗୁରୁତର ଯୁବକକୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଶାଳକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତ ବାହଁରପୁର ପଞ୍ଚାୟତ ବାଖରକଟା ଗ୍ରାମର କଂସ ଡାକୁଆ । ଆକ୍ରମଣ କରିଥିବା ଭିଣୋଇ ଜଣକ ସେରଗଡ଼ ଥାନା ଖମାର ଗାଁର କୁନା ଡାକୁଆ ହୋଇଥିବା ପୁଲିସର ସୂଚନା ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ସୂଚନାଯୋଗ୍ୟ ଯେ, ଭିଣୋଇ କୁନା ଡାକୁଆ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କ ସହ ଝଗଡା କରିବା ସହ ମାଡ଼ ମାରୁଥିଲେ । ଆଜି ମଧ୍ୟ ତାଙ୍କ ସ୍ତ୍ରୀକୁ କୌଣସି କାରଣକୁ ନେଇ ମାଡ଼ ମାରିଥିବା ପରେ ରାଗରେ ଘରୁ ବାହାରି ଆସିକାକୁ ଚାଲିଆସି ଥିଲେ । ପରେ ଶାଳକ କଂସ ଡାକୁଆ ଭିଣୋଇଙ୍କୁ ବୁଝାସୁଝା କରିବା ସହ ଘଟଣାରେ ଆଲୋଚନା କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ । ଭଉଣୀକୁ ମାଡ଼ ମାରିବା କଥା ଭିଣୋଇଙ୍କୁ ପଚାରିବାରୁ ପ୍ରଥମେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା । ପରେ ଭିଣୋଇ ରାଗରେ ଶାଳକଙ୍କୁ ଛୁରାମାଡ଼ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

23 May 2026 By Madhusudan Das

ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

ଆସିକା: ପାରିବାରିକ କଳହର କରୁଣ ପରିଣତି । ଭିଣେଇଙ୍କ ଛୁରା ମାଡ଼ରେ ଗୁରୁତର ହେଲେ ଶାଳକ । ଗଞ୍ଜାମ ଜିଲ୍ଲା ଆସିକା ନୂଆ ବସଷ୍ଟାଣ୍ଡ ନିକଟରେ ଭିଣୋଇର ଛୁରା ମାଡ଼ରେ ଶଳା ଗୁରୁତର ହୋଇଛନ୍ତି । ଗୁରୁତର ଯୁବକକୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଶାଳକ ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତ ବାହଁରପୁର ପଞ୍ଚାୟତ ବାଖରକଟା ଗ୍ରାମର କଂସ ଡାକୁଆ । ଆକ୍ରମଣ କରିଥିବା ଭିଣୋଇ ଜଣକ ସେରଗଡ଼ ଥାନା ଖମାର ଗାଁର କୁନା ଡାକୁଆ ହୋଇଥିବା ପୁଲିସର ସୂଚନା ।

ସୂଚନାଯୋଗ୍ୟ ଯେ, ଭିଣୋଇ କୁନା ଡାକୁଆ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କ ସହ ଝଗଡା କରିବା ସହ ମାଡ଼ ମାରୁଥିଲେ । ଆଜି ମଧ୍ୟ ତାଙ୍କ ସ୍ତ୍ରୀକୁ କୌଣସି କାରଣକୁ ନେଇ ମାଡ଼ ମାରିଥିବା ପରେ ରାଗରେ ଘରୁ ବାହାରି ଆସିକାକୁ ଚାଲିଆସି ଥିଲେ । ପରେ ଶାଳକ କଂସ ଡାକୁଆ ଭିଣୋଇଙ୍କୁ ବୁଝାସୁଝା କରିବା ସହ ଘଟଣାରେ ଆଲୋଚନା କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ । ଭଉଣୀକୁ ମାଡ଼ ମାରିବା କଥା ଭିଣୋଇଙ୍କୁ ପଚାରିବାରୁ ପ୍ରଥମେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା । ପରେ ଭିଣୋଇ ରାଗରେ ଶାଳକଙ୍କୁ ଛୁରାମାଡ଼ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର