ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

Monday Horoscope: ସୋମବାର ରାଶିଫଳ ( ୨୫-୦୫-୨୦୨୬ )

Madhusudan Das Picture
Published On

ମେଷ: ଦିନଟି ହସଖୁସିରେ କଟିବ। ନୂଆ ଚାକିରିର ସୁଯୋଗ ଆସିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ଚିଡଚିଡା ସ୍ବଭାବ ଯୋଗୁଁ ହଇରାଣ ହେବେ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୧୮-୦୫-୨୦୨୬ )

ବୃଷ: କର୍ମଚଞ୍ଚଳ ରହିବେ। ଖର୍ଚ୍ଚ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ବାପାଙ୍କ ସହ ଆଲୋଚନା କରନ୍ତୁ। ସଭାସମିତିରେ ଯୋଗ ଦେଇ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୨୦-୦୫-୨୦୨୬)

ମିଥୁନ: ପରିବାରର ବରିଷ୍ଠ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖା ଦେବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ ଏବଂ ଅଧିକାରୀ କାମକୁ ନେଇ ଅସନ୍ତୁଷ୍ଟ ରହିବେ। ଭୁଲ୍‌ କାମ ପାଇଁ ମନସ୍ତାପ କରିବେ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ସାଂସାରିକ ଜୀବନ ହସଖୁସିେର ଅତିବାହିତ ହେବ। ନୂଆ ଜିନିଷ କିଣାକିଣି କରିବେ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ଭାବିଚିନ୍ତି ସେୟାର୍ ବଜାରରେ ନିବେଶ କରନ୍ତୁ। 

ସିଂହ: ଭାଇଭଉଣୀଙ୍କ ମତାନ୍ତର ଦୂର ହେବ। ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଆଣିବେ। ପେଟଜନିତ ସମସ୍ୟା ଦେଖା ଦେବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟ ହାସଲ କରିବେ। 

କନ୍ୟା: ସ୍ବାମୀ-ସ୍ତ୍ରୀ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାର ସଦସ୍ୟଙ୍କ କଥା ଆଘାତ ଦେବ। ଧୈର୍ଯ୍ୟର ସହ କାମ କରିବେ। ଆୟ ବଢ଼ିବା ହେତୁ ଖର୍ଚ୍ଚ ଅଧିକ ହେବ। ଅର୍ଥ ସଞ୍ଚୟ କରିବା ଯୋଜନା କରିବେ। 

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ। କୌଣସି ଖୁସି ଖବର ମିଳିବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ନୂଆ କାମକୁ ଦାୟିତ୍ବର ସହ କରିବେ। 

ବିଛା: ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭଙ୍କର। ବନ୍ଧୁଙ୍କ ସହ ମତାନ୍ତର ଦୂର ହେବ। ଚାକିରି ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବିବାହ ସମସ୍ୟା ସମାଧାନ ହେବ। ପୂଜା, ପାଠରେ ମନଯୋଗ ଦେବେ। 

ଧନୁ: ଦିନଟି ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ କ୍ୟାରିୟର କରିବା ପାଇଁ ଉପଯୁକ୍ତ ସମୟ। ପଡ଼ୋଶୀଙ୍କ ସହ ମତଭେଦ ସୃଷ୍ଟି ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଭଲ ସମୟ। 

ମକର: ସମାଜରେ ମାନ, ସମ୍ମାନ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ହଜିଥିବା ଜିନିଷ ଫେରି ପାଇବେ ଧାର କରଜରୁ ଦୂରେଇ ରୁହନ୍ତୁ। 

କୁମ୍ଭ: ପରିବାର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କୁ ନେଇ ନୂଆ ସ୍ଥାନ ବୁଲିବାକୁ ଯିବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। 

ମୀନ: ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ। ଘରେ ପୂଜାପାଠ ଆୟୋଜନ କରିବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଶାନ୍ତ ମନରେ କାମ କରିବେ। ବୈବାହିକ ଜୀବନ ସୁଖମୟ ହେବ। 

25 May 2026 By Madhusudan Das

Monday Horoscope: ସୋମବାର ରାଶିଫଳ ( ୨୫-୦୫-୨୦୨୬ )

ମେଷ: ଦିନଟି ହସଖୁସିରେ କଟିବ। ନୂଆ ଚାକିରିର ସୁଯୋଗ ଆସିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ। ଚିଡଚିଡା ସ୍ବଭାବ ଯୋଗୁଁ ହଇରାଣ ହେବେ। ବାଦବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: କର୍ମଚଞ୍ଚଳ ରହିବେ। ଖର୍ଚ୍ଚ ବୃଦ୍ଧି ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ବାପାଙ୍କ ସହ ଆଲୋଚନା କରନ୍ତୁ। ସଭାସମିତିରେ ଯୋଗ ଦେଇ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। 

ମିଥୁନ: ପରିବାରର ବରିଷ୍ଠ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖା ଦେବ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ ଏବଂ ଅଧିକାରୀ କାମକୁ ନେଇ ଅସନ୍ତୁଷ୍ଟ ରହିବେ। ଭୁଲ୍‌ କାମ ପାଇଁ ମନସ୍ତାପ କରିବେ। 

କର୍କଟ: ସାଂସାରିକ ଜୀବନ ହସଖୁସିେର ଅତିବାହିତ ହେବ। ନୂଆ ଜିନିଷ କିଣାକିଣି କରିବେ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ଭାବିଚିନ୍ତି ସେୟାର୍ ବଜାରରେ ନିବେଶ କରନ୍ତୁ। 

ସିଂହ: ଭାଇଭଉଣୀଙ୍କ ମତାନ୍ତର ଦୂର ହେବ। ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଆଣିବେ। ପେଟଜନିତ ସମସ୍ୟା ଦେଖା ଦେବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟ ହାସଲ କରିବେ। 

କନ୍ୟା: ସ୍ବାମୀ-ସ୍ତ୍ରୀ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାର ସଦସ୍ୟଙ୍କ କଥା ଆଘାତ ଦେବ। ଧୈର୍ଯ୍ୟର ସହ କାମ କରିବେ। ଆୟ ବଢ଼ିବା ହେତୁ ଖର୍ଚ୍ଚ ଅଧିକ ହେବ। ଅର୍ଥ ସଞ୍ଚୟ କରିବା ଯୋଜନା କରିବେ। 

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ। କୌଣସି ଖୁସି ଖବର ମିଳିବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ନୂଆ କାମକୁ ଦାୟିତ୍ବର ସହ କରିବେ। 

ବିଛା: ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭଙ୍କର। ବନ୍ଧୁଙ୍କ ସହ ମତାନ୍ତର ଦୂର ହେବ। ଚାକିରି ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବିବାହ ସମସ୍ୟା ସମାଧାନ ହେବ। ପୂଜା, ପାଠରେ ମନଯୋଗ ଦେବେ। 

ଧନୁ: ଦିନଟି ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ କ୍ୟାରିୟର କରିବା ପାଇଁ ଉପଯୁକ୍ତ ସମୟ। ପଡ଼ୋଶୀଙ୍କ ସହ ମତଭେଦ ସୃଷ୍ଟି ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଭଲ ସମୟ। 

ମକର: ସମାଜରେ ମାନ, ସମ୍ମାନ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ହଜିଥିବା ଜିନିଷ ଫେରି ପାଇବେ ଧାର କରଜରୁ ଦୂରେଇ ରୁହନ୍ତୁ। 

କୁମ୍ଭ: ପରିବାର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ଦେଖା ଦେବ। ଜୀବନସାଥୀଙ୍କୁ ନେଇ ନୂଆ ସ୍ଥାନ ବୁଲିବାକୁ ଯିବେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। 

ମୀନ: ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ। ଘରେ ପୂଜାପାଠ ଆୟୋଜନ କରିବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଶାନ୍ତ ମନରେ କାମ କରିବେ। ବୈବାହିକ ଜୀବନ ସୁଖମୟ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp