ଭିଡିଓ ଭାଇରାଲ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଭିଡିଓ ଭାଇରାଲ କରି ଆତ୍ମହତ୍ୟା ଉଦ୍ୟମ । ୬ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ଅଧୀନରେ । ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କିଛି ସମୟ ପରେ ଫୋନ ସୁଇଚ ଅଫ କରିଦେଇଥିଲେ। ଘର ଲୋକ ଏ ନେଇ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗିନ: ୬ଟି ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ

ହ୍ୟୁମାନ ଇଣ୍ଟେଲିଯେନ୍ସ ଓ ସିସିଟିଭି ଜରିଆରେ ଛାନବିନ ଚଳାଇଥିଲା ପୋଲିସ । ମୋବାଇଲର ଶେଷ ଲୋକେସନ ମୁତାବକ ପୋଲିସ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚି ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା । ଆତ୍ମହତ୍ୟା ପାଇଁ ଯୁବକ ଜଣଙ୍କ ନିଜ ହାତ କାଟିଦେଇଥିବା ଜଣାପଡିଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧଉଳି ଥାନା ପୋଲିସ ପାଇଁ ଯୁବକଙ୍କ ଜୀବନ ବଂଚିଯାଇଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ୭ ଜିଲ୍ଲାରେ ୯୬ ସର୍ପାଘାତ ମାମଲା: କୌଣସି ମୃତ୍ୟୁ ହୋଇନଥିବା ନେଇ ଜନସ୍ୱାସ୍ଥ୍ୟ ବିଭାଗର ସୂଚନା

05 Aug 2026 By Madhusudan Das

ଭିଡିଓ ଭାଇରାଲ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ଭିଡିଓ ଭାଇରାଲ କରି ଆତ୍ମହତ୍ୟା ଉଦ୍ୟମ । ୬ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ଅଧୀନରେ । ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କିଛି ସମୟ ପରେ ଫୋନ ସୁଇଚ ଅଫ କରିଦେଇଥିଲେ। ଘର ଲୋକ ଏ ନେଇ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ । 

ହ୍ୟୁମାନ ଇଣ୍ଟେଲିଯେନ୍ସ ଓ ସିସିଟିଭି ଜରିଆରେ ଛାନବିନ ଚଳାଇଥିଲା ପୋଲିସ । ମୋବାଇଲର ଶେଷ ଲୋକେସନ ମୁତାବକ ପୋଲିସ ଚିନ୍ତାମଣିଶ୍ବର ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚି ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା । ଆତ୍ମହତ୍ୟା ପାଇଁ ଯୁବକ ଜଣଙ୍କ ନିଜ ହାତ କାଟିଦେଇଥିବା ଜଣାପଡିଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧଉଳି ଥାନା ପୋଲିସ ପାଇଁ ଯୁବକଙ୍କ ଜୀବନ ବଂଚିଯାଇଥିବା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର