କଟକରେ ଅଘଟଣ: ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ

Madhusudan Das Picture
Published On

କଟକ: କଟକରେ ଅଘଟଣ । ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ମାଞ୍ଜା ସୂତା ଲାଗି ମହିଳାଙ୍କ ସମେତ ୨ ଜଣ ଗୁରୁତର । ବାଇକ୍‌ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

31 Dec 2025 By Madhusudan Das

କଟକରେ ଅଘଟଣ: ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ

କଟକ: କଟକରେ ଅଘଟଣ । ଗୁଡ଼ି ମାଞ୍ଜା ସୂତା ଲାଗି କଟିଲା ଦୁଇ ଜଣଙ୍କ ବେକ । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ମାଞ୍ଜା ସୂତା ଲାଗି ମହିଳାଙ୍କ ସମେତ ୨ ଜଣ ଗୁରୁତର । ବାଇକ୍‌ରେ ଯିବା ସମୟରେ ବେକରେ ସୂତା ଲାଗି ଯିବାରୁ ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଦୁଇଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶା ଲତା ଆଚାର୍ଯ୍ୟ । ଚିକିତ୍ସା ପାଇଁ ଦୁହିଁଙ୍କୁ ମେଡ଼ିକାଲ ପଠାଇଛନ୍ତି ସ୍ଥାନୀୟ ଲୋକେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର