ଭବିଷ୍ୟତ ପାଇଁ ଗଛ ଜରୁରୀ, ରାଜ୍ୟସ୍ତରୀୟ ୭୪ତମ ବନମହୋତ୍ସବରେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

The Sakala Picture
Published On

ଭୁବନେଶ୍ବର: ରାଜ୍ୟସ୍ତରୀୟ ୭୪ତମ ବନ ମହୋତ୍ସବରେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ  ଅପିଲ କରିଛନ୍ତି।  ଭବିଷ୍ୟତ ପାଇଁ ଗଛ ଜରୁରୀ । ଦାରୁଦେବତା ପ୍ରଭୁ ଜଗନ୍ନାଥ ପରିବେଶ ସୁରକ୍ଷା ପାଇଁ ଆମକୁ ସଚେତନ କରୁଛନ୍ତି ।  ଗଛ ପରିବେଶ ପ୍ରଭାବ କମାଇପାରିବ।  ନିଜେ ଗଛ ଲଗାଇବା, ଅନ୍ୟମାନଙ୍କୁ ବି ଉତ୍ସାହିତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୬.୭୧ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି । ପ୍ରତିଦିନ ରାଜ୍ୟରେ ଜଙ୍ଗଲ ସୃଷ୍ଟି କରାଯାଉଛି । ବନ ସୁରକ୍ଷା ସମିତି ଓ […]

ଭୁବନେଶ୍ବର: ରାଜ୍ୟସ୍ତରୀୟ ୭୪ତମ ବନ ମହୋତ୍ସବରେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ  ଅପିଲ କରିଛନ୍ତି।  ଭବିଷ୍ୟତ ପାଇଁ ଗଛ ଜରୁରୀ । ଦାରୁଦେବତା ପ୍ରଭୁ ଜଗନ୍ନାଥ ପରିବେଶ ସୁରକ୍ଷା ପାଇଁ ଆମକୁ ସଚେତନ କରୁଛନ୍ତି ।  ଗଛ ପରିବେଶ ପ୍ରଭାବ କମାଇପାରିବ।  ନିଜେ ଗଛ ଲଗାଇବା, ଅନ୍ୟମାନଙ୍କୁ ବି ଉତ୍ସାହିତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୬.୭୧ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି । ପ୍ରତିଦିନ ରାଜ୍ୟରେ ଜଙ୍ଗଲ ସୃଷ୍ଟି କରାଯାଉଛି । ବନ ସୁରକ୍ଷା ସମିତି ଓ ଏସଏଚଜି ମାଆ ମାନଙ୍କୁ ଧନ୍ୟବାଦ ଜାଣାଇଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ରାଜ୍ୟର ସମସ୍ତ ୮ହଜାର ୫ଟି ସ୍କୁଲରେ ବ୍ୟାପକ ବୃକ୍ଷ ରୋପଣ କରାଯିବ ।ସମସ୍ତ ଆଦର୍ଶ ବିଦ୍ୟାଳୟ ପରିସରରେ ବି ଗଛ ଲାଗିବ । ଏଥର ୪କୋଟି ଚାରା ଜଙ୍ଗଲ ବିଭାଗ ଲୋକଙ୍କୁ ବାଣ୍ଟିବ । ଏହାସହ ୧୮୫୯୪ ହେକ୍ଟର ଜମିରେ ବନୀକରଣ କରାଯାଇଛି ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ୨୦ ଲକ୍ଷ ପରିବାର ଏଥିରେ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

ଏହି ବନ ମହୋତ୍ସବରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତଥିଲେ।

ଆହୁରି ପଢ଼ନ୍ତୁ: ମହାନଦୀରେ ସାମାନ୍ୟ ବନ୍ୟା ଆଶଙ୍କା, ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ସ୍ଥିର: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

07 Jul 2023 By The Sakala

ଭବିଷ୍ୟତ ପାଇଁ ଗଛ ଜରୁରୀ, ରାଜ୍ୟସ୍ତରୀୟ ୭୪ତମ ବନମହୋତ୍ସବରେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର: ରାଜ୍ୟସ୍ତରୀୟ ୭୪ତମ ବନ ମହୋତ୍ସବରେ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ  ଅପିଲ କରିଛନ୍ତି।  ଭବିଷ୍ୟତ ପାଇଁ ଗଛ ଜରୁରୀ । ଦାରୁଦେବତା ପ୍ରଭୁ ଜଗନ୍ନାଥ ପରିବେଶ ସୁରକ୍ଷା ପାଇଁ ଆମକୁ ସଚେତନ କରୁଛନ୍ତି ।  ଗଛ ପରିବେଶ ପ୍ରଭାବ କମାଇପାରିବ।  ନିଜେ ଗଛ ଲଗାଇବା, ଅନ୍ୟମାନଙ୍କୁ ବି ଉତ୍ସାହିତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୬.୭୧ପ୍ରତିଶତ ଜଙ୍ଗଲ ଅଞ୍ଚଳ ରହିଛି । ପ୍ରତିଦିନ ରାଜ୍ୟରେ ଜଙ୍ଗଲ ସୃଷ୍ଟି କରାଯାଉଛି । ବନ ସୁରକ୍ଷା ସମିତି ଓ ଏସଏଚଜି ମାଆ ମାନଙ୍କୁ ଧନ୍ୟବାଦ ଜାଣାଇଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟର ସମସ୍ତ ୮ହଜାର ୫ଟି ସ୍କୁଲରେ ବ୍ୟାପକ ବୃକ୍ଷ ରୋପଣ କରାଯିବ ।ସମସ୍ତ ଆଦର୍ଶ ବିଦ୍ୟାଳୟ ପରିସରରେ ବି ଗଛ ଲାଗିବ । ଏଥର ୪କୋଟି ଚାରା ଜଙ୍ଗଲ ବିଭାଗ ଲୋକଙ୍କୁ ବାଣ୍ଟିବ । ଏହାସହ ୧୮୫୯୪ ହେକ୍ଟର ଜମିରେ ବନୀକରଣ କରାଯାଇଛି ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ୨୦ ଲକ୍ଷ ପରିବାର ଏଥିରେ ସାମିଲ ହୋଇଛନ୍ତି ।

ଏହି ବନ ମହୋତ୍ସବରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର