ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

The Sakala Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା । ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲାଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲାଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ ପରେ ପୋଡସି ପି.କ୍ରିଷ୍ଣା ଭିତରକୁ ଯାଇଥିଲେ । ତେବେ ସେ ମଧ୍ୟ ଫେରିବାରୁ ଅନ୍ୟ ଜଣେ ପଡୋଶୀ ପି. ତରେନେୟା ସେପଟିକ୍ ଟ୍ୟାଙ୍କ ଭିତରୁ ଯାଇଥିଲେ । ତେବେ ଏହି ୩ ଜଣ ଶ୍ରମିକ ନଆସିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଟାଙ୍କି ଭିତରୁ ଏମାନଙ୍କ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଆରମ୍ଭ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

22 Jul 2021 By The Sakala

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗାଁରେ ଅଭାବନୀୟ ଘଟଣା । ସେପଟିକ୍ ଟ୍ୟାଙ୍କ ଗ୍ୟାସରେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍. ସଦାନନ୍ଦମ, କ୍ରିଷ୍ଣା ରେଡ୍ଡୀ, ପି.ତରେନେୟା ।

ସୂଚନା ଅନୁସାରେ, ବିକ୍ରମପୁର ଗାଁର ଟି. ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ଲାଟିନ ଟ୍ୟାଙ୍କିର ସେଣ୍ଟ୍ରିଂଙ୍ଗ ଖୋଲିବା ପାଇଁ ମିସ୍ତ୍ରୀ ଏମ୍. ସଦାନନ୍ଦମ ଭିତରକୁ ଯାଇଥିଲେ । କିଛି ସମୟ ପରେ ନ ଆସିବାରୁ ପରେ ପୋଡସି ପି.କ୍ରିଷ୍ଣା ଭିତରକୁ ଯାଇଥିଲେ । ତେବେ ସେ ମଧ୍ୟ ଫେରିବାରୁ ଅନ୍ୟ ଜଣେ ପଡୋଶୀ ପି. ତରେନେୟା ସେପଟିକ୍ ଟ୍ୟାଙ୍କ ଭିତରୁ ଯାଇଥିଲେ । ତେବେ ଏହି ୩ ଜଣ ଶ୍ରମିକ ନଆସିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଟାଙ୍କି ଭିତରୁ ଏମାନଙ୍କ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଆରମ୍ଭ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର