ଫସଲ ବୀମା ପ୍ରିମିୟମ ଭରିବେ ରାଜ୍ୟ ସରକାର, ଉପକୃତ ହେବେ ୩୨ ଲକ୍ଷରୁ ଅଧିକ ଚାଷୀ

The Sakala Picture
Published On

ଭୁବନେଶ୍ବର: ଚାଷୀଙ୍କୁ ଦିଆଯାଉଛି ଶୂନ୍ୟ ପ୍ରତିଶତ ସୁଧରେ ଋଣ। ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ଫସଲ ବୀମାରେ ପ୍ରିମିୟମ ଭରିବେ ରାଜ୍ୟ ସରକାର। ଚଳିତ ଖରିଫ ଧାନକିଣାରେ ଦେବେ ଅର୍ଥରାଶି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ […]

ଭୁବନେଶ୍ବର: ଚାଷୀଙ୍କୁ ଦିଆଯାଉଛି ଶୂନ୍ୟ ପ୍ରତିଶତ ସୁଧରେ ଋଣ। ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ଫସଲ ବୀମାରେ ପ୍ରିମିୟମ ଭରିବେ ରାଜ୍ୟ ସରକାର। ଚଳିତ ଖରିଫ ଧାନକିଣାରେ ଦେବେ ଅର୍ଥରାଶି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷାରେ ଅତିରିକ୍ତ ୧୦ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭାରତ ସରକାର ଓ ୱାର୍ଲ୍ଡ ଫୁଡ ପୋଗ୍ରାମ ମଧ୍ୟ ବିଭାଗକୁ ପ୍ରଂଶସା କରିଛି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ସମସ୍ତ ୩୦ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି। ୭୦ପ୍ରତିଶତ ପିଡିଏସ ବଣ୍ଟନ ଏସଏଚଜି ଓ ପଞ୍ଚାୟତ ଦ୍ୱାରା କରାଯାଉଛି। ମହିଳା ଏସଏଚଜିଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଧାନସଂଗ୍ରହ ବ୍ୟବସ୍ଥାରେ ମାର୍ଜିନାଲ ଓ ସ୍ମଲ ଫାର୍ମରଙ୍କୁ ଆଣିବାକୁ ଲକ୍ଷ୍ୟ ଥିଲା। ପ୍ୟାକ୍ସଗୁଡିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଚାଷୀଙ୍କ ନିକଟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ଫସଲ ବୀମା ଯୋଜନାରେ ଖରିଫ ଧାନ କିଣାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାର ବହନ କରିବେ। ନିର୍ବାଚନୀ ଇସ୍ତାହାରରେ ଥିବା ଅନେକ ପ୍ରତିଶ୍ରୁତି ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

22 May 2023 By The Sakala

ଫସଲ ବୀମା ପ୍ରିମିୟମ ଭରିବେ ରାଜ୍ୟ ସରକାର, ଉପକୃତ ହେବେ ୩୨ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଚାଷୀଙ୍କୁ ଦିଆଯାଉଛି ଶୂନ୍ୟ ପ୍ରତିଶତ ସୁଧରେ ଋଣ। ଉପକୃତ ହେଉଛନ୍ତି ୩୨ ଲକ୍ଷରୁ ଅଧିକ ଚାଷୀ। ଫସଲ ବୀମାରେ ପ୍ରିମିୟମ ଭରିବେ ରାଜ୍ୟ ସରକାର। ଚଳିତ ଖରିଫ ଧାନକିଣାରେ ଦେବେ ଅର୍ଥରାଶି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ଇସ୍ତାହାରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷାରେ ଅତିରିକ୍ତ ୧୦ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭାରତ ସରକାର ଓ ୱାର୍ଲ୍ଡ ଫୁଡ ପୋଗ୍ରାମ ମଧ୍ୟ ବିଭାଗକୁ ପ୍ରଂଶସା କରିଛି।

ସମସ୍ତ ୩୦ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ଦିଆଯାଉଛି। ୭୦ପ୍ରତିଶତ ପିଡିଏସ ବଣ୍ଟନ ଏସଏଚଜି ଓ ପଞ୍ଚାୟତ ଦ୍ୱାରା କରାଯାଉଛି। ମହିଳା ଏସଏଚଜିଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଧାନସଂଗ୍ରହ ବ୍ୟବସ୍ଥାରେ ମାର୍ଜିନାଲ ଓ ସ୍ମଲ ଫାର୍ମରଙ୍କୁ ଆଣିବାକୁ ଲକ୍ଷ୍ୟ ଥିଲା। ପ୍ୟାକ୍ସଗୁଡିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଚାଷୀଙ୍କ ନିକଟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ଫସଲ ବୀମା ଯୋଜନାରେ ଖରିଫ ଧାନ କିଣାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାର ବହନ କରିବେ। ନିର୍ବାଚନୀ ଇସ୍ତାହାରରେ ଥିବା ଅନେକ ପ୍ରତିଶ୍ରୁତି ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର