୩୮ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା,୩୯.୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା  ୩୮ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୩୯.୮ ଡ଼ିଗ୍ରୀ ସହ ବୌଦ୍ଧ ରହିିଛି। ସେହିପରି ୬ଟି ଜିଲ୍ଲାରେ ୩୭ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରହିଛି। ୩୮ କିମ୍ବା ତାଠାରୁ ଅଧିକ ଅଧିକ ରେକର୍ଡ କରାଯାଇଥିବା ୪ ଜିଲ୍ଲାଗୁଡି ହେଉଛି- ସୁବର୍ଣ୍ଣପୁର ୩୮.୨ ଡିଗ୍ରୀ, ଟିଟିଲାଗଡ଼- […]

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା  ୩୮ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୩୯.୮ ଡ଼ିଗ୍ରୀ ସହ ବୌଦ୍ଧ ରହିିଛି। ସେହିପରି ୬ଟି ଜିଲ୍ଲାରେ ୩୭ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରହିଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

୩୮ କିମ୍ବା ତାଠାରୁ ଅଧିକ ଅଧିକ ରେକର୍ଡ କରାଯାଇଥିବା ୪ ଜିଲ୍ଲାଗୁଡି ହେଉଛି- ସୁବର୍ଣ୍ଣପୁର ୩୮.୨ ଡିଗ୍ରୀ, ଟିଟିଲାଗଡ଼- ୩୮ ଡିଗ୍ରୀ, ବଲାଙ୍ଗୀର- ୩୮.୫ ଡିଗ୍ରୀ ଓ ତାଳଚେର- ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସେହିପରି  କଟକରେ ୩୫.୪ ଡିଗ୍ରୀ ଓ ଭୁବନେଶ୍ବରର ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

14 Mar 2024 By The Sakala

୩୮ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା,୩୯.୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ଆଜି ରାଜ୍ୟର ୪ଟି ଜିଲ୍ଲାର ଦିନ ତାପମାତ୍ରା  ୩୮ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଠୁ ତତଲା  ୩୯.୮ ଡ଼ିଗ୍ରୀ ସହ ବୌଦ୍ଧ ରହିିଛି। ସେହିପରି ୬ଟି ଜିଲ୍ଲାରେ ୩୭ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରହିଛି।

୩୮ କିମ୍ବା ତାଠାରୁ ଅଧିକ ଅଧିକ ରେକର୍ଡ କରାଯାଇଥିବା ୪ ଜିଲ୍ଲାଗୁଡି ହେଉଛି- ସୁବର୍ଣ୍ଣପୁର ୩୮.୨ ଡିଗ୍ରୀ, ଟିଟିଲାଗଡ଼- ୩୮ ଡିଗ୍ରୀ, ବଲାଙ୍ଗୀର- ୩୮.୫ ଡିଗ୍ରୀ ଓ ତାଳଚେର- ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି  କଟକରେ ୩୫.୪ ଡିଗ୍ରୀ ଓ ଭୁବନେଶ୍ବରର ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର