ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା, ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିଲେ

The Sakala Picture
Published On

ବଣାଇଁ  : ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା। ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ନଗଦ ଜବତ କରିଛି। ମାଓବାଦୀମାନେ ବିସ୍ଫୋରକ କିଣିବା ପାଇଁ ଏହି ଟଙ୍କାର ବଣ୍ଡଲ ଗୁଡ଼ିକୁ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଷ୍ଟିଲ୍ ଟିଫିନ୍‌ରେ ଭର୍ତ୍ତି କରି ମାଟିତଳେ ଲୁଚାଇ ରଖିଥିଲେ। […]

ବଣାଇଁ  : ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା। ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ନଗଦ ଜବତ କରିଛି। ମାଓବାଦୀମାନେ ବିସ୍ଫୋରକ କିଣିବା ପାଇଁ ଏହି ଟଙ୍କାର ବଣ୍ଡଲ ଗୁଡ଼ିକୁ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଷ୍ଟିଲ୍ ଟିଫିନ୍‌ରେ ଭର୍ତ୍ତି କରି ମାଟିତଳେ ଲୁଚାଇ ରଖିଥିଲେ। ତେବେ ସୂଚନା ପାଇ ଚାଇବାସା ପୁଲିସ ଏହି ଟଙ୍କା ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର