ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ

The Sakala Picture
Published On

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ  ଖଲିଆପାଲି ପଞ୍ଚାୟତର […]

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ  ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଖବର ଅନୁଯାୟୀ, ସୁବର୍ଣ୍ଣପୁରର କଇଁଫୁଲ ଗାଁରେ ଏକ ବୋରେୱେଲରେ ଜଣେ ବୃଦ୍ଧା ପଡ଼ି ଯାଇଥିଲେ । ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯଇଥିଲା। ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଥିଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାକେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

14 Nov 2023 By The Sakala

ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ  ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ।

ଖବର ଅନୁଯାୟୀ, ସୁବର୍ଣ୍ଣପୁରର କଇଁଫୁଲ ଗାଁରେ ଏକ ବୋରେୱେଲରେ ଜଣେ ବୃଦ୍ଧା ପଡ଼ି ଯାଇଥିଲେ । ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯଇଥିଲା। ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଥିଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାକେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।

https://www.thesakala.in/latest-odisha-news/subarnapur/death-of-an-old-man-rescued-from-a-borewell/article-27283
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର