କାଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣକଲେ ସତ୍ୟ
ବ୍ରହ୍ମପୁର: ସ୍ଵାଧୀନତା ଦିବସ ଉପଲକ୍ଷେ ବାଲୁକାଶିଳ୍ପୀ ସତ୍ୟ ମହାରଣା କାଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏଥିରେ ଗାନ୍ଧୀମୂର୍ତ୍ତିର ଉଚ୍ଚତା ୩.୫ ସେମି ରହିଥିବା ବେଳେ ଓସାର ୨.୩ ସେମି ରହିଛି । ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩ ସେମି ଓ ଓସାର ୨.୫ ସେମି ଅଛି । ପଣ୍ଡିତ ଜବହାରଲାଲ୍ ନେହରୁଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ସେମି ଓ ଓସାର ୨.୩ ସେମି ରହିଛି। ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩ ସେମି […]
ବ୍ରହ୍ମପୁର: ସ୍ଵାଧୀନତା ଦିବସ ଉପଲକ୍ଷେ ବାଲୁକାଶିଳ୍ପୀ ସତ୍ୟ ମହାରଣା କାଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏଥିରେ ଗାନ୍ଧୀମୂର୍ତ୍ତିର ଉଚ୍ଚତା ୩.୫ ସେମି ରହିଥିବା ବେଳେ ଓସାର ୨.୩ ସେମି ରହିଛି । ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩ ସେମି ଓ ଓସାର ୨.୫ ସେମି ଅଛି । ପଣ୍ଡିତ ଜବହାରଲାଲ୍ ନେହରୁଙ୍କ ମୂର୍ତ୍ତିର ଉଚ୍ଚତା ୨.୫ ସେମି ଓ ଓସାର ୨.୩ ସେମି ରହିଛି। ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩ ସେମି ଓ ଓସାର ୨.୫ ସେମି ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩.୨ ଓ ଓସାର ୨.୫ ସେମି ରହିଛି।