ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା: ପୁରୀକୁ ଗଡ଼ିବ ୨ ହଜାରରୁ ଅଧିକ ବସ୍‌, ଯାତ୍ରୀଙ୍କଠାରୁ ଭଡା ଅଧିକ ନେଲେ ବାତିଲ ହେବ ପରମିଟ୍

The Sakala Picture
Published On

ଭୁବନେଶ୍ବର: ରଥଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ପୁରୀକୁ ପ୍ରାୟ ୨ ହଜାରରୁ ଅଧିକ ବସ ଗଡିବ ବୋଲି ସୂଚନା ଦିଆଯାଇଛି। କୌଣସି ପରିସ୍ଥିତିରେ ବସ ମାଲିକ ଯେପରି ବସଭଡା ଅଧିକ ନେଇପାରିବେନି ସେ ନେଇ ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ବସରେ ପର୍ଯ୍ୟାପ୍ତ ପିଇବା ପାଣିର ସୁବିଧା ରହିବ।  ବସରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନ ନେବାକୁ ନିର୍ଦେଶ ଦେଇଛି ପରିବହନ ବିଭାଗ । ରାଜ୍ୟର ବିଭିନ୍ନ ଜାଗାରେ ରହିବେ […]

ଭୁବନେଶ୍ବର: ରଥଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ପୁରୀକୁ ପ୍ରାୟ ୨ ହଜାରରୁ ଅଧିକ ବସ ଗଡିବ ବୋଲି ସୂଚନା ଦିଆଯାଇଛି। କୌଣସି ପରିସ୍ଥିତିରେ ବସ ମାଲିକ ଯେପରି ବସଭଡା ଅଧିକ ନେଇପାରିବେନି ସେ ନେଇ ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ବସରେ ପର୍ଯ୍ୟାପ୍ତ ପିଇବା ପାଣିର ସୁବିଧା ରହିବ।  ବସରେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନ ନେବାକୁ ନିର୍ଦେଶ ଦେଇଛି ପରିବହନ ବିଭାଗ । ରାଜ୍ୟର ବିଭିନ୍ନ ଜାଗାରେ ରହିବେ ୨୫ ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ। ନିର୍ଦେଶ ଖିଲାପ କଲେ ଉକ୍ତ ବସର ପରମିଟ ବାତିଲ ହେବ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର