ଗଣେଶ ଭସାଣିବେଳେ ଡ଼ିଜେକୁ ନେଇ ଦୁଇ ଗୋଷ୍ଠୀ ମୁଁହାମୁହିଁ, ଟେକା ପଥର ମାଡରେ ୭ ଆହତ
ପିପିଲି : ଗଣେଶ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ଭସାଣିରେ ଡ଼ିଜେକୁ ନେଇ ମୁଁହାମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପିପିଲି ବଳଙ୍ଗା ମୌଜବେଗରେ ଗଣେଶ ଭସାଣିକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ମୁଁହାମୁହିଁ ହେବା ପରେ ଟେକା ପଥର ମାଡ଼ରେ ଉଭୟ ପକ୍ଷରୁ ୭ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ଗଣେଶ ଭସାଣି କରୁଥିବା ବେଳେ […]
ପିପିଲି : ଗଣେଶ ଭସାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ଭସାଣିରେ ଡ଼ିଜେକୁ ନେଇ ମୁଁହାମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ପିପିଲି ବଳଙ୍ଗା ମୌଜବେଗରେ ଗଣେଶ ଭସାଣିକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ମୁଁହାମୁହିଁ ହେବା ପରେ ଟେକା ପଥର ମାଡ଼ରେ ଉଭୟ ପକ୍ଷରୁ ୭ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଉଭୟ ଗୋଷ୍ଠୀ ଗଣେଶ ଭସାଣି କରୁଥିବା ବେଳେ ଡ଼ିଜେ ଗାଡି ମୁହାଁମୁହିଁ ହେବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।