ଭୁବନେଶ୍ୱର ପାଇଁ ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତା ତାଲିକା ଘୋଷଣା

The Sakala Picture
Published On

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳକୁ ଆହୁରି ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ଜିଲ୍ଲା ସ୍ତରୀୟ ବିଭିନ୍ନ ପଦବୀରେ ବହୁ ଯୁବ ନେତାଙ୍କୁ ନୂତନ ଭାବେ ଯୁବ ସଭାପତି ଶ୍ରୀଯୁକ୍ତ ସମରେଶ ବେଉରାଙ୍କ ଦ୍ଵାରା ନିଯୁକ୍ତି ଦିଆଯାଇଛି | ଉପସଭାପତି ଭାବେ ୧୯ ଜଣ ଦାୟିତ୍ଵ ପାଇଥିବା ବେଳେ ୨୪ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୪ ଯୁଗ୍ମ ସମ୍ପାଦକ, ଜଣେ ମିଡ଼ିଆ ସଂଯୋଜକ ଓ ଜଣେ […]

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳକୁ ଆହୁରି ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ଜିଲ୍ଲା ସ୍ତରୀୟ ବିଭିନ୍ନ ପଦବୀରେ ବହୁ ଯୁବ ନେତାଙ୍କୁ ନୂତନ ଭାବେ ଯୁବ ସଭାପତି ଶ୍ରୀଯୁକ୍ତ ସମରେଶ ବେଉରାଙ୍କ ଦ୍ଵାରା ନିଯୁକ୍ତି ଦିଆଯାଇଛି | ଉପସଭାପତି ଭାବେ ୧୯ ଜଣ ଦାୟିତ୍ଵ ପାଇଥିବା ବେଳେ ୨୪ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୪ ଯୁଗ୍ମ ସମ୍ପାଦକ, ଜଣେ ମିଡ଼ିଆ ସଂଯୋଜକ ଓ ଜଣେ ଆଇଟି ସଂଯୋଜକ ନିଯୁକ୍ତି ପାଇଛନ୍ତି | ଦଳର ଉପସଭାପତି ଭାବେ ସଂଜିତ ସେନାପତିଙ୍କ ସହ ସମୀର ବେହେରା, ନଳିନୀକାନ୍ତ ପଣ୍ଡା, ସୁଶୀଲ କୁମାର ବିଶ୍ୱାଳ, ରୋହିତ କୁମାର ପାତ୍ର, ଶତ୍ରୁଘ୍ନ ନାୟକ, ଦିବ୍ୟ ରଞ୍ଜନ ବେହେରା, ମନୋରଞ୍ଜନ ଦାସ, ମାଧବ ରାଉତ, ବିପ୍ଳବ ବେହେରା, ନିହାରକାନ୍ତ ପଢ଼ିଆରୀ, କାଳୀ ସିଂ, ଦିଲ୍ଲୀପ ନାୟକ, ବିଘ୍ନରାଜ ମହାରଣା, ଅରୁଣ ମହାନ୍ତି, ଶୈଳେନ୍ଦ୍ର ଜେନା, କରୁଣାକର ରାଉତ, ଜୀବନାନନ୍ଦ ପଣ୍ଡା, ପଲ୍ଲଵ କୁମାର ଦାସ ନିଯୁକ୍ତି ପାଇଛନ୍ତି |

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ସେହିଭଳି ସାଧାରଣ ସମ୍ପାଦକ ଭାବେ ଗଣେଶ ସାହୁ, ଭବାନୀ ଶଙ୍କର ପାରିରେ, ପ୍ରଳୟ ପଟ୍ଟନାୟକ, ରଶ୍ମି ରଞ୍ଜନ ପଣ୍ଡା, ଶ୍ରୀତମ ପଟ୍ଟନାୟକ, ବିଜୟ ବାରିକ, ପୃଥ୍ୱୀରାଜ ଜେନା, ଅରୁଣ ପଟ୍ଟନାୟକ, ବିଜୟ ଗୋଛାୟତ, ପ୍ରକାଶ କୁମାର ସୁନ୍ଦର, ଗଗନ ପଣ୍ଡା, ରଶ୍ମି ରଞ୍ଜନ ପ୍ରଧାନ, ଅରୁଣ କୁମାର ରାଉତ, ବିଚିତ୍ରାନନ୍ଦ ସୁତାର, ମନ୍ମଥ ପଟ୍ଟନାୟକ, ରଂଜିତ କୁମାର ଦାସ, ଅକ୍ଷୟ କୁମାର ସାହୁ , ଆଲୋକ ଛୋଟରାୟ, ଯୁଗଳ କିଶୋର, ଜି ରୁଦ୍ରାୟା , ପ୍ରଭାତ କୁମାର ମହାନ୍ତି, ଟୁକୁନ ଗୁପ୍ତା, ସତ୍ୟବ୍ରତ ଜେନା, ଏସ କେ ନୱାଜଉଦ୍ଦିନ ନିଯୁକ୍ତି ପାଇଛନ୍ତି |

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ସେହିଭଳି ସମ୍ପାଦକ ଭାବେ ପି . ରାଜେଶ ରାୟ, ରାହୁଲ ହାଃଲ୍ଲୀ, ଏସ କେ ଗୁରଫାନ , ପ୍ରଭନଜନ ମହାନ୍ତି, ଦିବାକର ସାହାଣୀ, କାହ୍ନ ଜେନା , ରଞ୍ଜିତ କୁମାର ସାହୁ, ଆଶୁତୋଷ ନାୟକ, ସୁକାନ୍ତ ମହାନ୍ତି, ସୌମ୍ୟ ରଞ୍ଜନ ସେଠୀ, ରାକେଶ ମଲ୍ଲିକ, ଭି ଗଙ୍ଗ ନାଇଡୁ, ଭରତ ଭୂଷଣ ଚମ୍ପତିରାୟ, ଗୋବିନ୍ଦ ମଣ୍ଡଳ, ପ୍ରଭୁଂଜି ବେଉରା, ଦେବବ୍ରତ ସାହୁ, ଲକ୍ଷ୍ମଣ ଖଟୁଆ, ମ ନରେଶ ରାଓ, ପ୍ରାଣବନ୍ଧୁ ସ୍ୱାଇଁ, ଯାମଳ ଖାଁ, ସୁବ୍ରତ ଦାସ, ମାନସ ବରାଦ, ରାଜୀବ ନାରାୟଣ ରଥ, ରାଜ କୁମାର ଜେନା, ରାଜ କୁମାର ଜେନା, ରକି ଚାନ୍ଦ ସେନାପତି, ଖିରୋଦ ବଳିୟାରସିଂ, ସରୋଜ କୁମାର ସହୂ, ମାନସ ରଞ୍ଜନ ନାୟକ ପ୍ରମୋଦ ଜେନା, ସଂଗ୍ରାମ ରାଉତ୍ରାୟ, ଅନୁଜ ଚନ୍ଦନ ନାୟକ, ରନୀ ଛୋଟରାୟ, ଆଶିଷ ରଞ୍ଜନ ପଟ୍ଟନାୟକ, ପି କନକ ରାଜୁ |

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଯୁଗ୍ମ ସମ୍ପାଦକ ଭାବେ ଗୌତମ ହରିଚନ୍ଦନ, ଲୋକନାଥ ପରିଡା, ରବି ନାରାୟଣ ଦାସ, ସାଗର ବିଶ୍ୱାଳ, ମିଳନ ସାହୁ, ଶେଷ ପ୍ରସାଦ ନାୟକ, ଶାନ୍ତନୁ ମିଶ୍ର, ଇତିଶ୍ରୀ ମହାନ୍ତି, ପିୟୁଷ ନାୟକ, ନିରଞ୍ଜନ ସାସମଲଦେବାଶିଷ ଜେନା, ଅଭିଶେଖ ବେହରା, ରଞ୍ଜନ କୁମାର ରାଉତରାୟ, ବିଶାଳ ନାୟକ, ଦୀପକ ରଞ୍ଜନ ,ବେହେରା, ଶିବାନନ୍ଦ ଟାଡା, ସଂଜୀବ ତାରେନିଆ ,ରାଜେନ୍ଦ୍ର ପ୍ରସାଦ, ରାଉତ, ଚନ୍ଦ୍ରମଣି ,ବୈଥଲଉରାଜେଶ କୁମାର ସାହୁ, ଶୁଭେନ୍ଦୁ ନାରାୟଣ ପ୍ରଧାନ, ପ୍ରଦୀପ କୁମାର ସାହୁ, ଅଲେଖ ରାଉତ, ସନ୍ତୋଷ ଡୋର ଓ ଇତିଶ୍ରୀ ମହାନ୍ତି ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ବୋଲି ଜିଲ୍ଲା ଉପସଭାପତି ତଥା ଆଇଟି ସଂଯୋଜକ ଶ୍ରୀ ରୋହିତ କୁମାର ପାତ୍ର ଜଣାଇଛନ୍ତି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର