ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି, ‘ଜିଲ୍ଲାର ବିକାଶରେ ତାଙ୍କର ଥିଲା ବହୁତ ଅବଦାନ’

The Sakala Picture
Published On

ନୂଆପଡ଼ା: ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି। ଖରିଆର ରୋଡରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଭିଡିଓ କନଫରେନସିଙ୍ଗ ମାଧ୍ଯମରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ। ସେ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ସେ ୪ ଥର ବିଜୟୀ ହୋଇଥିଲେ। […]

ନୂଆପଡ଼ା: ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି। ଖରିଆର ରୋଡରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଭିଡିଓ କନଫରେନସିଙ୍ଗ ମାଧ୍ଯମରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ। ସେ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ସେ ୪ ଥର ବିଜୟୀ ହୋଇଥିଲେ। ଜିଲ୍ଲାର ବିକାଶରେ ତାଙ୍କର ବହୁତ ଅବଦାନ ରହିଥିଲା । ତାଙ୍କ ବିୟୋଗରେ ବିଜେଡିର ବଡ଼ କ୍ଷତି ହୋଇଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, କଳିକେଶ ସିଂହଦେଓ, ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ କର୍ମୀ ଏବଂ ଏହି ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସମସ୍ତେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

22 Sep 2025 By The Sakala

ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି, ‘ଜିଲ୍ଲାର ବିକାଶରେ ତାଙ୍କର ଥିଲା ବହୁତ ଅବଦାନ’

ନୂଆପଡ଼ା: ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି। ଖରିଆର ରୋଡରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଭିଡିଓ କନଫରେନସିଙ୍ଗ ମାଧ୍ଯମରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ। ସେ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ସେ ୪ ଥର ବିଜୟୀ ହୋଇଥିଲେ। ଜିଲ୍ଲାର ବିକାଶରେ ତାଙ୍କର ବହୁତ ଅବଦାନ ରହିଥିଲା । ତାଙ୍କ ବିୟୋଗରେ ବିଜେଡିର ବଡ଼ କ୍ଷତି ହୋଇଛି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, କଳିକେଶ ସିଂହଦେଓ, ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ କର୍ମୀ ଏବଂ ଏହି ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସମସ୍ତେ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଚାରଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର