ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି କି, କୃଷକ ହେଉଛନ୍ତି ଅନ୍ନଦାତା, ସମୃଦ୍ଧିର ଆଧାର। ଜାତୀୟ କୃଷକ ଦିବସ ଅବସରରେ ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ମୋର ସମ୍ମାନ ଓ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ନବୀନ। ବିଜୁ ଜନତା ଦଳର ସରକାରରେ କୃଷକଙ୍କ ସମୃଦ୍ଧିର ନୂଆ ଧାରା ଆରମ୍ଭ ହୋଇଥିଲା। ଏହାକୁ ସଂକଳ୍ପ ଭାବେ ଗ୍ରହଣ କରି କୃଷକଙ୍କ ହକ୍ ଓ ଅଧିକାର ପାଇଁ ଆମେ ଦୃଢ଼ତାର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

23 Dec 2025 By Madhusudan Das

ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି କି, କୃଷକ ହେଉଛନ୍ତି ଅନ୍ନଦାତା, ସମୃଦ୍ଧିର ଆଧାର। ଜାତୀୟ କୃଷକ ଦିବସ ଅବସରରେ ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ମୋର ସମ୍ମାନ ଓ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ନବୀନ। ବିଜୁ ଜନତା ଦଳର ସରକାରରେ କୃଷକଙ୍କ ସମୃଦ୍ଧିର ନୂଆ ଧାରା ଆରମ୍ଭ ହୋଇଥିଲା। ଏହାକୁ ସଂକଳ୍ପ ଭାବେ ଗ୍ରହଣ କରି କୃଷକଙ୍କ ହକ୍ ଓ ଅଧିକାର ପାଇଁ ଆମେ ଦୃଢ଼ତାର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର