‘ମୋ ବସ୍‌’ ଗତି ଉପରେ ଲାଗିବ ନିୟନ୍ତ୍ରଣ: ସହର ଭିତରେ ଘଣ୍ଟା ପିଛା ବେଗ ରହିବ ୪୦କିମି…

The Sakala Picture
Published On

ଭୁବନେଶ୍ବର: ମୋ ବସ୍‌ ଗତି ଉପରେ ନିୟନ୍ତ୍ରଣ ଲାଗିବ। ସହର ଭିତରେ ଏହାର ଘଣ୍ଟା ପିଛା ବେଗ ୪୦କିମି ରହିବ। ସେହିପରି ସହର ବାହାରେ ମୋ ବସ୍‌ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍‌ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯିବ। ଯଦି ବସ୍‌ର ଚାଳକ ମଦ ପିଇଥିଲେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସୂଚନା‌ଯୋଗ୍ୟ, […]

ଭୁବନେଶ୍ବର: ମୋ ବସ୍‌ ଗତି ଉପରେ ନିୟନ୍ତ୍ରଣ ଲାଗିବ। ସହର ଭିତରେ ଏହାର ଘଣ୍ଟା ପିଛା ବେଗ ୪୦କିମି ରହିବ। ସେହିପରି ସହର ବାହାରେ ମୋ ବସ୍‌ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍‌ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯିବ। ଯଦି ବସ୍‌ର ଚାଳକ ମଦ ପିଇଥିଲେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ସୂଚନା‌ଯୋଗ୍ୟ, ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର