ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

The Sakala Picture
Published On

ଅନୁଗୋଳ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଅମଳାପଡା ଛଳ ନିକଟରେ ଚା ପିଉଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଯୁବକଙ୍କ ଦୁଇ ହାତ, ଛାତିକୁ ହାଣିଦେଇଛନ୍ତି ଦୁର୍ବୁତ୍ତ। ଗୁରୁତର ଯୁବକ ଜଣଙ୍କ ହେଲେ ଅଙ୍ଗାର ବନ୍ଧ ଗାଁର ପାର୍ଥ ପ୍ରଧାନ । ତିନୋଟି ମୋଟରସାଇକେଲରେ ଆସି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଗୁରୁତର […]

ଅନୁଗୋଳ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଅମଳାପଡା ଛଳ ନିକଟରେ ଚା ପିଉଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଯୁବକଙ୍କ ଦୁଇ ହାତ, ଛାତିକୁ ହାଣିଦେଇଛନ୍ତି ଦୁର୍ବୁତ୍ତ। ଗୁରୁତର ଯୁବକ ଜଣଙ୍କ ହେଲେ ଅଙ୍ଗାର ବନ୍ଧ ଗାଁର ପାର୍ଥ ପ୍ରଧାନ । ତିନୋଟି ମୋଟରସାଇକେଲରେ ଆସି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଗୁରୁତର ଆହତ ଯୁବକ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

27 Jan 2025 By The Sakala

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ଅନୁଗୋଳ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଅମଳାପଡା ଛଳ ନିକଟରେ ଚା ପିଉଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଯୁବକଙ୍କ ଦୁଇ ହାତ, ଛାତିକୁ ହାଣିଦେଇଛନ୍ତି ଦୁର୍ବୁତ୍ତ। ଗୁରୁତର ଯୁବକ ଜଣଙ୍କ ହେଲେ ଅଙ୍ଗାର ବନ୍ଧ ଗାଁର ପାର୍ଥ ପ୍ରଧାନ । ତିନୋଟି ମୋଟରସାଇକେଲରେ ଆସି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଗୁରୁତର ଆହତ ଯୁବକ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/latest-odisha-news/miscreants-attack-on-youth-over-previous-enmity-in-angul/article-38267
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର