ବିସ୍ଫୋରକ ସହିତ ୩ ମାଓବାଦୀ ଗିରଫ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ।  ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ।  ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଏବଂ ୪ଟି ପେନସିଲ୍ ସେଲ୍ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

02 Sep 2025 By The Sakala

ବିସ୍ଫୋରକ ସହିତ ୩ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମାରେ ମାଓ ବିରୋଧୀ ଅଭିଯାନବେଳେ ଚିନ୍ତାଗୁଫା ଥାନା ଅଞ୍ଚଳରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ଓ CRPF ପକ୍ଷରୁ ଜାରି ରହିଛି ଅଭିଯାନ।  ପେଣ୍ଟାପାଦ ଗ୍ରାମ ନିକଟରେ ୩ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରିଥିଲେ ଯବାନ। ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି। ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଏବଂ ୪ଟି ପେନସିଲ୍ ସେଲ୍ ଜବତ କରାଯାଇଛି।

https://www.thesakala.in/latest-odisha-news/malkangiri/3-maoists-arrested-with-explosives/article-42212
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର