ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆନନ୍ଦପୁର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ

The Sakala Picture
Published On

କେନ୍ଦୁଝର/ଆନନ୍ଦପୁର: ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ମାଡିବସିଥିବା ଜଣା ପଡ଼ିଛି। ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଙ୍କ ଠାରୁ କାମ କରିଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ସୂଚନା ଅନୁସାରେ, ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ଏବିଇଓ) ଅଭିମନ୍ୟୁ ସାହୁ ଆନନ୍ଦପୁର ବ୍ଲକ ପଣସଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କର ଏକ ବିଭାଗୀୟ ପ୍ରୋସିଡିଙ୍ଗ କାମ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ […]

କେନ୍ଦୁଝର/ଆନନ୍ଦପୁର: ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ମାଡିବସିଥିବା ଜଣା ପଡ଼ିଛି। ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଙ୍କ ଠାରୁ କାମ କରିଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସୂଚନା ଅନୁସାରେ, ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ଏବିଇଓ) ଅଭିମନ୍ୟୁ ସାହୁ ଆନନ୍ଦପୁର ବ୍ଲକ ପଣସଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କର ଏକ ବିଭାଗୀୟ ପ୍ରୋସିଡିଙ୍ଗ କାମ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବାଲେଶ୍ଵର ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବୁଧବାର ଏବିଇଓ ଶ୍ରୀ ସାହୁ ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ଠାରୁ ଦଶ ହଜାର ଲାଞ୍ଚ ନେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରା ପଡିଥିଲେ। ଲାଞ୍ଚୁଆ ଅଧିକାରୀ ଜଣଙ୍କୁ ବାଲେଶ୍ଵର ନିଆଯାଇଥିବାବେଳେ ତାଙ୍କର କାର୍ଯ୍ୟାଳୟ ଓ ଆନନ୍ଦପୁର କଇନିପୁରା ସ୍ଥିତ ପୈତୃକ ବାସ ଭବନରେ ମଧ୍ୟ ଭିଜିଲାନ୍ସ ଖାନତଲାସ ଚଳାଇଛି। ବାଲେଶ୍ଵର ଭିଜିଲାନ୍ସ କେଶ ନଂ ୧୧ ତା-୨୯.୦୬.୨୦୨୧ ରେ ମାମଲା ରୁଜୁ କରାଯାଇ ଲାଞ୍ଚୁଆ ଏ ବି ଇ ଓ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲେଶ୍ଵର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

30 Jun 2021 By The Sakala

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆନନ୍ଦପୁର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ

କେନ୍ଦୁଝର/ଆନନ୍ଦପୁର: ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ମାଡିବସିଥିବା ଜଣା ପଡ଼ିଛି। ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଙ୍କ ଠାରୁ କାମ କରିଦେବାକୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

ସୂଚନା ଅନୁସାରେ, ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ(ଏବିଇଓ) ଅଭିମନ୍ୟୁ ସାହୁ ଆନନ୍ଦପୁର ବ୍ଲକ ପଣସଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କର ଏକ ବିଭାଗୀୟ ପ୍ରୋସିଡିଙ୍ଗ କାମ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବାଲେଶ୍ଵର ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବୁଧବାର ଏବିଇଓ ଶ୍ରୀ ସାହୁ ପ୍ରଧାନ ଶିକ୍ଷକ ସୋମନାଥ ରାମଙ୍କ ଠାରୁ ଦଶ ହଜାର ଲାଞ୍ଚ ନେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରା ପଡିଥିଲେ। ଲାଞ୍ଚୁଆ ଅଧିକାରୀ ଜଣଙ୍କୁ ବାଲେଶ୍ଵର ନିଆଯାଇଥିବାବେଳେ ତାଙ୍କର କାର୍ଯ୍ୟାଳୟ ଓ ଆନନ୍ଦପୁର କଇନିପୁରା ସ୍ଥିତ ପୈତୃକ ବାସ ଭବନରେ ମଧ୍ୟ ଭିଜିଲାନ୍ସ ଖାନତଲାସ ଚଳାଇଛି। ବାଲେଶ୍ଵର ଭିଜିଲାନ୍ସ କେଶ ନଂ ୧୧ ତା-୨୯.୦୬.୨୦୨୧ ରେ ମାମଲା ରୁଜୁ କରାଯାଇ ଲାଞ୍ଚୁଆ ଏ ବି ଇ ଓ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲେଶ୍ଵର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ର ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର