କେନ୍ଦୁଝର ଜିଲ୍ଲାରେ ପ୍ରବେଶ କଲା ହକି ବିଶ୍ୱକପ, ପ୍ରଶାସନ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

The Sakala Picture
Published On

ତେଲକୋଇ/କେନ୍ଦୁଝର: ଶୁକ୍ରବାର ଆପରାହ୍ଣରେ ହକି ବିଶ୍ୱକପ ଏବଂ ମାସ୍କଟ ଓଲି କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଉଛି। ବିଶ୍ୱକପ କୁ ଅନୁଗୁଳ ଜିଲ୍ଲା ପ୍ରଶ୍ୱାସନ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ବିମଳା ଠାରେ କେନ୍ଦୁଝର ଜିଲ୍ଲା ପ୍ରଶାନଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ବିମଳା ଠାରେ ପ୍ରଶାସନ ପକ୍ଷରୁ ତେଲକୋଇ ବିଡ଼ିଓ ଶାନ୍ତନୁ କୁମାର ନାୟକ, ତହସିଲଦାର […]

ତେଲକୋଇ/କେନ୍ଦୁଝର: ଶୁକ୍ରବାର ଆପରାହ୍ଣରେ ହକି ବିଶ୍ୱକପ ଏବଂ ମାସ୍କଟ ଓଲି କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଉଛି। ବିଶ୍ୱକପ କୁ ଅନୁଗୁଳ ଜିଲ୍ଲା ପ୍ରଶ୍ୱାସନ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ବିମଳା ଠାରେ କେନ୍ଦୁଝର ଜିଲ୍ଲା ପ୍ରଶାନଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ବିମଳା ଠାରେ ପ୍ରଶାସନ ପକ୍ଷରୁ ତେଲକୋଇ ବିଡ଼ିଓ ଶାନ୍ତନୁ କୁମାର ନାୟକ, ତହସିଲଦାର ଅଶ୍ଵନୀ କୁମାର ନାଏକ, ତେଲକୋଇ ବ୍ଲକ ଚେଆରମ୍ୟାନ ବିକ୍ରମ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ନିର୍ବାଚିତ ଜନ ପ୍ରତିନିଧି, ଜନସାଧାରଣ,ସ୍କୁଲ ପିଲ୍ଲା, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ହକି ବିଶ୍ୱକପକୁ ରାସ୍ତାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ ଜଣା ଯାଇଥିବାବେଳେ ବିମଳା , ଆକୁଳ, ଖୁଣ୍ଟାପଡା ଏବଂ ତେଲକୋଇ ବ୍ଲକ ମୁଖ୍ୟାଳୟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାକୁ ରହିଛି। ସନ୍ଧ୍ୟାରେ କେନ୍ଦୁଝରଠାରେ ପହଞ୍ଚିବା ସମୟରେ ପ୍ରଶାସନ ପକ୍ଷରୁ ସ୍ୱାଗତ ପାଇଁ ବ୍ୟାପକଭାବେ ବ୍ୟବସ୍ଥା କରାଯାଇଛି। ଶନିବାର ସକାଳେ ବିଶ୍ୱକପ ପ୍ରଭୁ ବଳଦେବଜୀଉ ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ଲାବଣ୍ୟ ଛକରୁ ଏକ ମାରାଥନ ପାଇଁ ବ୍ୟବସ୍ଥାଗ୍ରହଣ କରାଯାଇଛି। ତତ୍ପରେ ହକି ବିଶ୍ୱକପକୁ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ପରେ ଏହା ମୟୁରଭଞ୍ଜ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

06 Jan 2023 By The Sakala

କେନ୍ଦୁଝର ଜିଲ୍ଲାରେ ପ୍ରବେଶ କଲା ହକି ବିଶ୍ୱକପ, ପ୍ରଶାସନ ପକ୍ଷରୁ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ତେଲକୋଇ/କେନ୍ଦୁଝର: ଶୁକ୍ରବାର ଆପରାହ୍ଣରେ ହକି ବିଶ୍ୱକପ ଏବଂ ମାସ୍କଟ ଓଲି କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଉଛି। ବିଶ୍ୱକପ କୁ ଅନୁଗୁଳ ଜିଲ୍ଲା ପ୍ରଶ୍ୱାସନ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ବିମଳା ଠାରେ କେନ୍ଦୁଝର ଜିଲ୍ଲା ପ୍ରଶାନଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ବିମଳା ଠାରେ ପ୍ରଶାସନ ପକ୍ଷରୁ ତେଲକୋଇ ବିଡ଼ିଓ ଶାନ୍ତନୁ କୁମାର ନାୟକ, ତହସିଲଦାର ଅଶ୍ଵନୀ କୁମାର ନାଏକ, ତେଲକୋଇ ବ୍ଲକ ଚେଆରମ୍ୟାନ ବିକ୍ରମ ନାୟକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ , ନିର୍ବାଚିତ ଜନ ପ୍ରତିନିଧି, ଜନସାଧାରଣ,ସ୍କୁଲ ପିଲ୍ଲା, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ହକି ବିଶ୍ୱକପକୁ ରାସ୍ତାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ ଜଣା ଯାଇଥିବାବେଳେ ବିମଳା , ଆକୁଳ, ଖୁଣ୍ଟାପଡା ଏବଂ ତେଲକୋଇ ବ୍ଲକ ମୁଖ୍ୟାଳୟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାକୁ ରହିଛି। ସନ୍ଧ୍ୟାରେ କେନ୍ଦୁଝରଠାରେ ପହଞ୍ଚିବା ସମୟରେ ପ୍ରଶାସନ ପକ୍ଷରୁ ସ୍ୱାଗତ ପାଇଁ ବ୍ୟାପକଭାବେ ବ୍ୟବସ୍ଥା କରାଯାଇଛି। ଶନିବାର ସକାଳେ ବିଶ୍ୱକପ ପ୍ରଭୁ ବଳଦେବଜୀଉ ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ଲାବଣ୍ୟ ଛକରୁ ଏକ ମାରାଥନ ପାଇଁ ବ୍ୟବସ୍ଥାଗ୍ରହଣ କରାଯାଇଛି। ତତ୍ପରେ ହକି ବିଶ୍ୱକପକୁ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ପରେ ଏହା ମୟୁରଭଞ୍ଜ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/kendujhar/administration-of-keonjhar-district-extended-a-warm-welcome-to-the-hockey-world-cup/article-17931
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର