କିନ୍ନର ବେଶରେ ପିଲା ଚୋରି, ଅପହୃତ ଶିଶୁକନ୍ୟା ତିନିଦିନ ପରେ ଉଦ୍ଧାର

The Sakala Picture
Published On

ଯାଜପୁର: ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ଅପହୃତ ୫ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ ଏହି ପିଲା ଚୋରଙ୍କୁ ଆଉ ଜଣେ କିନ୍ନର ଧରିଥିବା ଜଣାପଡ଼ିଛି। ଯାଜପୁର ରୋଡ୍‌ ଅଞ୍ଚଳରେ କିନ୍ନର ପିଲାଚୋରଙ୍କ କିନ୍ନର ମାଡ଼ିବସିଛନ୍ତି। ତେବେ ଚୋର ଜଣଙ୍କ କିନ୍ନର ହୋଇନଥିବା ଜଣାପଡ଼ିଛି। ସେ କିନ୍ନର ବେଶରେ ଚୋରି କରିଥିଲେ। ୧୭ତାରିଖରେ ଠାକୁରମୁଣ୍ଡାରୁ ଉକ୍ତ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରି […]

ଯାଜପୁର: ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ଅପହୃତ ୫ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ ଏହି ପିଲା ଚୋରଙ୍କୁ ଆଉ ଜଣେ କିନ୍ନର ଧରିଥିବା ଜଣାପଡ଼ିଛି। ଯାଜପୁର ରୋଡ୍‌ ଅଞ୍ଚଳରେ କିନ୍ନର ପିଲାଚୋରଙ୍କ କିନ୍ନର ମାଡ଼ିବସିଛନ୍ତି। ତେବେ ଚୋର ଜଣଙ୍କ କିନ୍ନର ହୋଇନଥିବା ଜଣାପଡ଼ିଛି। ସେ କିନ୍ନର ବେଶରେ ଚୋରି କରିଥିଲେ। ୧୭ତାରିଖରେ ଠାକୁରମୁଣ୍ଡାରୁ ଉକ୍ତ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରି ଆଣିଥିଲେ। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ। ଏହି ଚୋରଙ୍କୁ ଧରିବା ପାଇଁ ଯାଜପୁର କିନ୍ନର ସଂଘର ବଡ଼ ଭୂମିକା ଥିଲା।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୁଲିସ ସାର୍ବଜନୀନ କରିବା ସହ ଶିଶୁକନ୍ୟାର ମାଙ୍କ ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

20 Apr 2025 By The Sakala

କିନ୍ନର ବେଶରେ ପିଲା ଚୋରି, ଅପହୃତ ଶିଶୁକନ୍ୟା ତିନିଦିନ ପରେ ଉଦ୍ଧାର

ଯାଜପୁର: ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ଅପହୃତ ୫ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ ଏହି ପିଲା ଚୋରଙ୍କୁ ଆଉ ଜଣେ କିନ୍ନର ଧରିଥିବା ଜଣାପଡ଼ିଛି। ଯାଜପୁର ରୋଡ୍‌ ଅଞ୍ଚଳରେ କିନ୍ନର ପିଲାଚୋରଙ୍କ କିନ୍ନର ମାଡ଼ିବସିଛନ୍ତି। ତେବେ ଚୋର ଜଣଙ୍କ କିନ୍ନର ହୋଇନଥିବା ଜଣାପଡ଼ିଛି। ସେ କିନ୍ନର ବେଶରେ ଚୋରି କରିଥିଲେ। ୧୭ତାରିଖରେ ଠାକୁରମୁଣ୍ଡାରୁ ଉକ୍ତ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରି ଆଣିଥିଲେ। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ। ଏହି ଚୋରଙ୍କୁ ଧରିବା ପାଇଁ ଯାଜପୁର କିନ୍ନର ସଂଘର ବଡ଼ ଭୂମିକା ଥିଲା।

ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୁଲିସ ସାର୍ବଜନୀନ କରିବା ସହ ଶିଶୁକନ୍ୟାର ମାଙ୍କ ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/jajpur/kidnapped-child-dressed-as-a-kin-kidnapped-baby-girl-rescued-after-three-days/article-40087
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର