ଆଇପିଏସ ସ୍ତରରେ ଅଦଳବଦଳ, ବଦଳିଲେ ୩ ଜିଲ୍ଲାର ଏସପି
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ସରକାର ୩ ଜଣ ଏସ୍ପିଙ୍କୁ ବଦଳି କରିଛନ୍ତି । ମୟୁରଭଞ୍ଜ ଏସପି ଥିବା ବି ଗଙ୍ଗାଧରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ନବରଙ୍ଗପୁର ଏସପି ଥିବା ଏସ ସୁଶ୍ରୀଙ୍କୁ ମୟୁରଭଞ୍ଜ ଏସପି ଦାୟିତ୍ୱ ଦିଆଯାଇଛି । ବାଲିଗୁଡା ଏସଡ଼ିପିଓ ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସପି ଦାୟିତ୍ୱ ଦିଆଯାଇଛି ।

04 Nov 2023 By The Sakala

⊕ https://www.thesakala.in/latest-odisha-news/ips-reshuffle-in-odisha-three-districts-get-new-sp/article-27011