ରାଜ୍ୟରେ ଖାଲି ପଡ଼ିଛି ଶହ ଶହ ପ୍ରଶାସନିକ ପଦବୀ

The Sakala Picture
Published On

ଭୁବନେଶ୍ବର: କେମିତି ଚାଲିଛି ପ୍ରଶାସନିକ କଳ। ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅଭାବ। ସରକାରୀ କଳରେ ଶହ ଶହ ପ୍ରଶାସନିକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଆସିଛି ଏମିତି ଉତ୍ତର। ରାଜ୍ୟରେ ୬୭ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲି ପଡ଼ିଛି। ସେହିଭଳି ୬୯ ଆଇଏଫଏସ ପଦବୀ ଖାଲି ପଡ଼ିଥିବାବେଳେ ୨୫୩ ଓଏଏସ ଏବଂ ଓପିଏସ ପଦବୀ ଖାଲି ପଡିଛି। ୨୭୪ ଓଡିଶା ଅର୍ଥ ସେବା, ୬୧୧ ଓଡିଶା ବନ ସେବା, ୨୬୩ ଓ଼ଆରଏସ ପଦବୀ ଖାଲି […]

ଭୁବନେଶ୍ବର: କେମିତି ଚାଲିଛି ପ୍ରଶାସନିକ କଳ। ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅଭାବ। ସରକାରୀ କଳରେ ଶହ ଶହ ପ୍ରଶାସନିକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଆସିଛି ଏମିତି ଉତ୍ତର। ରାଜ୍ୟରେ ୬୭ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲି ପଡ଼ିଛି। ସେହିଭଳି ୬୯ ଆଇଏଫଏସ ପଦବୀ ଖାଲି ପଡ଼ିଥିବାବେଳେ ୨୫୩ ଓଏଏସ ଏବଂ ଓପିଏସ ପଦବୀ ଖାଲି ପଡିଛି। ୨୭୪ ଓଡିଶା ଅର୍ଥ ସେବା, ୬୧୧ ଓଡିଶା ବନ ସେବା, ୨୬୩ ଓ଼ଆରଏସ ପଦବୀ ଖାଲି ପଡିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ରହିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

17 Mar 2025 By The Sakala

ରାଜ୍ୟରେ ଖାଲି ପଡ଼ିଛି ଶହ ଶହ ପ୍ରଶାସନିକ ପଦବୀ

ଭୁବନେଶ୍ବର: କେମିତି ଚାଲିଛି ପ୍ରଶାସନିକ କଳ। ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅଭାବ। ସରକାରୀ କଳରେ ଶହ ଶହ ପ୍ରଶାସନିକ ପଦବୀ ଖାଲି ପଡ଼ିଛି। ବିଧାନସଭାରେ ଆସିଛି ଏମିତି ଉତ୍ତର। ରାଜ୍ୟରେ ୬୭ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲି ପଡ଼ିଛି। ସେହିଭଳି ୬୯ ଆଇଏଫଏସ ପଦବୀ ଖାଲି ପଡ଼ିଥିବାବେଳେ ୨୫୩ ଓଏଏସ ଏବଂ ଓପିଏସ ପଦବୀ ଖାଲି ପଡିଛି। ୨୭୪ ଓଡିଶା ଅର୍ଥ ସେବା, ୬୧୧ ଓଡିଶା ବନ ସେବା, ୨୬୩ ଓ଼ଆରଏସ ପଦବୀ ଖାଲି ପଡିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର