ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟଙ୍କୁ ଅବଗତ କରାଯାଇଛି। ଅବସରପ୍ରାପ୍ତ ଅଧ୍ୟାପକ କିମ୍ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକଙ୍କୁ ଚୟନ କରି ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶାଳୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଅତିଥି ଅଧ୍ୟାପକ ମାସକରେ ୪୦ଟି କ୍ଲାସ ନେବେ। ପ୍ରତ୍ୟେକ କ୍ଲାସ ପିଛା ସେମାନଙ୍କୁ ୪ଶହ ଲେଖାଏଁ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟଙ୍କୁ ଅବଗତ କରାଯାଇଛି। ଅବସରପ୍ରାପ୍ତ ଅଧ୍ୟାପକ କିମ୍ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକଙ୍କୁ ଚୟନ କରି ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶାଳୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଅତିଥି ଅଧ୍ୟାପକ ମାସକରେ ୪୦ଟି କ୍ଲାସ ନେବେ। ପ୍ରତ୍ୟେକ କ୍ଲାସ ପିଛା ସେମାନଙ୍କୁ ୪ଶହ ଲେଖାଏଁ ପାରିଶ୍ରମିକ ପ୍ରାଦନ କରାଯିବ। ତେବେ କେଉଁ ଶିକ୍ଷାନୁଷ୍ଠାନରେ କେତେ ସଂଖ୍ୟକ ଅତିଥି ଅଧ୍ୟାପକ ଆବଶ୍ୟକ ରହିଛି ସେନେଇ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶକ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

22 Jun 2022 By The Sakala

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟଙ୍କୁ ଅବଗତ କରାଯାଇଛି। ଅବସରପ୍ରାପ୍ତ ଅଧ୍ୟାପକ କିମ୍ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକଙ୍କୁ ଚୟନ କରି ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶାଳୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଅତିଥି ଅଧ୍ୟାପକ ମାସକରେ ୪୦ଟି କ୍ଲାସ ନେବେ। ପ୍ରତ୍ୟେକ କ୍ଲାସ ପିଛା ସେମାନଙ୍କୁ ୪ଶହ ଲେଖାଏଁ ପାରିଶ୍ରମିକ ପ୍ରାଦନ କରାଯିବ। ତେବେ କେଉଁ ଶିକ୍ଷାନୁଷ୍ଠାନରେ କେତେ ସଂଖ୍ୟକ ଅତିଥି ଅଧ୍ୟାପକ ଆବଶ୍ୟକ ରହିଛି ସେନେଇ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶକ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର