ଆଜାଦ ନଗର ବୋମା ବିସ୍ଫୋରଣ ମାମଲା: ଏୟାରଫିଲ୍ଡ ଥାନାରେ NIA ଟିମ୍, ଜବତ ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ୍

Madhusudan Das Picture
Published On

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଆଜାଦ ନଗରରେ ବୋମା ବିସ୍ଫୋରଣ ମାମଲାରେ ଏୟାରଫିଲ୍ଡ ଥାନାରେ  NIA ଟିମ୍। ଜବତ ହେଇଥିବ ସ୍କୁଟିକୁ ଯାଞ୍ଚ କରୁଛି NIA ଟିମ୍।  ସ୍କୁଟିରେ କିଛି ବୋମା ତିଆରି ପାଇଁ ସାମଗ୍ରୀ ଆସିଥିଲା କି, କିଛି ନମୁନା ଅଛି କି ସେ ସବୁକୁ ନେଇ ତଦନ୍ତ ଚାଲିଛି।  NIA ଟିମ୍  ସାଇଣ୍ଟଫିକ ଟିମର ତନାଘନା । ସେହନେବାଜ ସହ ସମ୍ପର୍କ ଥିବା ଦୁଇ ଯୁବକକୁ ପଚରାଉଚରା ପରେ ମିଳିଛି ତଥ୍ୟ । ଯେଉଁମାନେ କି ବିସ୍ଫୋରଣ ଦିନ ସେମାନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେମାନଙ୍କୁ ପଚରାଉଚରା ପରେ ସୁରକ ପାଇଛି NIA । 

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସୂଚନାଯୋଗ୍ୟ, ଏୟାରଫିଲ୍ଡ ଥାନା ଆଜାଦ ନଗରରେ ଜାନୁଆରୀ ୨୭ରେ ଭଡ଼ା ଘରେ ବୋମା ବିସ୍ଫୋରଣ ହେଇଥିଲା । ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ସହ  ତା' ମା ମୃତ୍ୟୁଁ ବରଣ କରିଥିଲେ । ସାଙ୍ଗ ଅମିୟ ମଲ୍ଲିକ ଓ ସେହେନବାଜଙ୍କ ବାନ୍ଧବି ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଠିଲେ । ପ୍ରଥମେ ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ପରେ NIA ନିଜ ହାତକୁ ମାମଲା ନେଇଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର