ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଭୁବନେଶ୍ବରର ଗଞ୍ଜେଇ ଗୋଦାମରେ ସ୍ପେଶାଲ ସ୍କ୍ବାର୍ଡର ରେଡ୍‌, ୫ ଗିରଫ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗଞ୍ଜେଇ ଗୋଦାମ। ଭୁବନେଶ୍ବରର କଳିଙ୍ଗ ବିହାର ଅଞ୍ଚଳରେ ଏକ ଭଡାଘରେ ଚାଲିଥିବା ଗଞ୍ଜେଇ ଗୋଦାମରେ ରେଡ୍ କରିଛି  ସ୍ପେଶାଲ ସ୍କ୍ବାର୍ଡ । ରେଡ୍‌ ସମୟରେ  ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନାଅନୁସାରେ ରାଜଧାନୀରେ କଳିଙ୍ଗ ବିହାର ଅଞ୍ଚଳରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଏଥି ସହିିତ ଏକ ଭଡାଘରେ ଗଞ୍ଜେଇ ଷ୍ଟକ ରଖାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ଭୁବନେଶ୍ବର ସ୍ପେଶାଲ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗଞ୍ଜେଇ ଗୋଦାମ। ଭୁବନେଶ୍ବରର କଳିଙ୍ଗ ବିହାର ଅଞ୍ଚଳରେ ଏକ ଭଡାଘରେ ଚାଲିଥିବା ଗଞ୍ଜେଇ ଗୋଦାମରେ ରେଡ୍ କରିଛି  ସ୍ପେଶାଲ ସ୍କ୍ବାର୍ଡ । ରେଡ୍‌ ସମୟରେ  ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ପୋଲିସକୁ ନାହିଁ ଟିକେ ବି ଭୟ, ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼

ସୂଚନାଅନୁସାରେ ରାଜଧାନୀରେ କଳିଙ୍ଗ ବିହାର ଅଞ୍ଚଳରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଏଥି ସହିିତ ଏକ ଭଡାଘରେ ଗଞ୍ଜେଇ ଷ୍ଟକ ରଖାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ପୁଲିସ ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ଏଥି ସହିତ ତିନି ମହିଳାଙ୍କ ସହ ଦୁଇ ପୁରୁଷଙ୍କୁ ଗିରଫ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ଏହି ଘଟଣାରେ ୨ ବିହାରୀ ଯୁବକଙ୍କ ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଛି।  କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଚାଲଣ । ଘଟଣାରେ ପୁଲିସ ସନ୍ଦେହ ନକରିବ ସେଥିପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ

07 Apr 2021 By The Sakala

ଭୁବନେଶ୍ବରର ଗଞ୍ଜେଇ ଗୋଦାମରେ ସ୍ପେଶାଲ ସ୍କ୍ବାର୍ଡର ରେଡ୍‌, ୫ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଗଞ୍ଜେଇ ଗୋଦାମ। ଭୁବନେଶ୍ବରର କଳିଙ୍ଗ ବିହାର ଅଞ୍ଚଳରେ ଏକ ଭଡାଘରେ ଚାଲିଥିବା ଗଞ୍ଜେଇ ଗୋଦାମରେ ରେଡ୍ କରିଛି  ସ୍ପେଶାଲ ସ୍କ୍ବାର୍ଡ । ରେଡ୍‌ ସମୟରେ  ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ।

ସୂଚନାଅନୁସାରେ ରାଜଧାନୀରେ କଳିଙ୍ଗ ବିହାର ଅଞ୍ଚଳରେ ବେଧଡକ ଚାଲିଥିଲା ଗଞ୍ଜେଇ ବେପାର। ଏଥି ସହିିତ ଏକ ଭଡାଘରେ ଗଞ୍ଜେଇ ଷ୍ଟକ ରଖାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇ ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରିଥିଲା। ଚଢାଉ ବେଳେ ପୁଲିସ ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ଏଥି ସହିତ ତିନି ମହିଳାଙ୍କ ସହ ଦୁଇ ପୁରୁଷଙ୍କୁ ଗିରଫ କରିଛି ପୁଲିସ।

ଏହି ଘଟଣାରେ ୨ ବିହାରୀ ଯୁବକଙ୍କ ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଛି।  କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଚାଲଣ । ଘଟଣାରେ ପୁଲିସ ସନ୍ଦେହ ନକରିବ ସେଥିପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର