ରାଜଧାନୀ ଅପହରଣ ଉଦ୍ୟମ: ମୁଣ୍ଡ ଜାମିନ ରଖି ଟଙ୍କା ମାଗୁଥିଲେ, ୫ଦୁର୍ବୃତ୍ତ ଥାନାରେ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପହରଣ ଉଦ୍ୟମ । ମୁଣ୍ଡ ଜାମିନ ରଖି ଟଙ୍କା ମାଗି ୫ ଅଟକ । ଥାନାରେ ଅଭିଯୋଗ ପରେ ଆକ୍ସନ ନେଲା ପୋଲିସ । ଅପହରଣ ଅଭିଯୋଗରେ ୫ରୁ ଉର୍ଦ୍ଧ ଦୁର୍ବୃତ୍ତଙ୍କୁ ଅଟକ ରଖିଲା ଭରତପୁର ଥାନା । ଭରତପୁର ଥାନା କଳିଙ୍ଗବିହାର ଅଞ୍ଚଳର ପ୍ରିନ୍ସ ନାମକ ଯୁବକକୁ ଅପହରଣ କରି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସମ ହସ୍ପିଟାଲ ନିକଟରୁ  ଯୁବକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। ଅପହରଣ ପରେ ଯୁବକଙ୍କୁ ଏକ ବନ୍ଦ ଘରେ ରଖି ଟଙ୍କା ଦାବି କରିବା ସହିତ ମାଡ଼ ମାରିଥିବା ଅଭିଯୋଗ।  ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଯୁବକଙ୍କୁ ଉଦ୍ଧାର କଲା ଭରତପୁର ଥାନା ପୋଲିସ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣା: ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କଲା ଓଡିଶା ପୋଲିସ

21 May 2026 By Madhusudan Das

ରାଜଧାନୀ ଅପହରଣ ଉଦ୍ୟମ: ମୁଣ୍ଡ ଜାମିନ ରଖି ଟଙ୍କା ମାଗୁଥିଲେ, ୫ଦୁର୍ବୃତ୍ତ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପହରଣ ଉଦ୍ୟମ । ମୁଣ୍ଡ ଜାମିନ ରଖି ଟଙ୍କା ମାଗି ୫ ଅଟକ । ଥାନାରେ ଅଭିଯୋଗ ପରେ ଆକ୍ସନ ନେଲା ପୋଲିସ । ଅପହରଣ ଅଭିଯୋଗରେ ୫ରୁ ଉର୍ଦ୍ଧ ଦୁର୍ବୃତ୍ତଙ୍କୁ ଅଟକ ରଖିଲା ଭରତପୁର ଥାନା । ଭରତପୁର ଥାନା କଳିଙ୍ଗବିହାର ଅଞ୍ଚଳର ପ୍ରିନ୍ସ ନାମକ ଯୁବକକୁ ଅପହରଣ କରି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସମ ହସ୍ପିଟାଲ ନିକଟରୁ  ଯୁବକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। ଅପହରଣ ପରେ ଯୁବକଙ୍କୁ ଏକ ବନ୍ଦ ଘରେ ରଖି ଟଙ୍କା ଦାବି କରିବା ସହିତ ମାଡ଼ ମାରିଥିବା ଅଭିଯୋଗ।  ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଯୁବକଙ୍କୁ ଉଦ୍ଧାର କଲା ଭରତପୁର ଥାନା ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର