ଆସନ୍ତାକାଲିଠୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ, ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

The Sakala Picture
Published On

କଟକ: ପରିବହନ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ । ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ସ୍ଵତନ୍ତ୍ର ନଜର। ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଗୁଡ଼ିକୁ କରାଯିବ କଡାକଡି ଯାଞ୍ଚ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଘରୋଇ ବସ୍ ଗୁଡ଼ିକୁ ଆସନ୍ତାକାଲିଠୁ କଡାକଡି ଯାଞ୍ଚ କରାଯିବ ।  ଯଦି ଏହି ଯାଞ୍ଚରେ କେହି ଧରା ପଡନ୍ତି ତେବେ ମୋଟର ଯାନ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠନ। […]

କଟକ: ପରିବହନ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ । ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ସ୍ଵତନ୍ତ୍ର ନଜର। ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଗୁଡ଼ିକୁ କରାଯିବ କଡାକଡି ଯାଞ୍ଚ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଘରୋଇ ବସ୍ ଗୁଡ଼ିକୁ ଆସନ୍ତାକାଲିଠୁ କଡାକଡି ଯାଞ୍ଚ କରାଯିବ ।  ଯଦି ଏହି ଯାଞ୍ଚରେ କେହି ଧରା ପଡନ୍ତି ତେବେ ମୋଟର ଯାନ ଅନୁଯାୟୀ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠନ। ଏ ନେଇ ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ୍ ମୋହନ ସେଠୀ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

 

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର