ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ। ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନର ଫରେଷ୍ଟର ହେଉଛନ୍ତି ବିଶ୍ୱନାଥ। ପୋଖରୀ ଖୋଳାକୁ ନେଇ ଜଣେ ଜେସିବି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଡିଲ୍ କରିଥିଲେ ଫରେଷ୍ଟର। ବୁଧବାର ବକେୟା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

12 Mar 2025 By The Sakala

ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବିଶ୍ୱନାଥ ସୋରେନ। ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନର ଫରେଷ୍ଟର ହେଉଛନ୍ତି ବିଶ୍ୱନାଥ। ପୋଖରୀ ଖୋଳାକୁ ନେଇ ଜଣେ ଜେସିବି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଡିଲ୍ କରିଥିଲେ ଫରେଷ୍ଟର। ବୁଧବାର ବକେୟା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର