ଚାନ୍ଦିପୁର ସମୁଦ୍ର କୂଳରେ ଗୁଳିମାଡ଼: ୧ ମୃତ, ୨ ଗୁରୁତର

The Sakala Picture
Published On

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା । ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ […]

ବାଲେଶ୍ବର: ଚାନ୍ଦିପୁର ସମୁଦ୍ର କୂଳରେ ଆଜି ଗୁଳିମାଡ଼ ଘଟିଛି। ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ କମଳାକାନ୍ତ ମାଝୀ ବୋଲି ଜଣାପଡ଼ିଛି। ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରାଯାୟୀ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। । ତେବେ ଗୁଳାମାଡ଼ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସମୁଦ୍ରରେ ମାଛ ଧରୁଥିବାବେଳେ ଗୁଳା ମାଡ଼ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଖବର ଅନୁଯାୟୀ, ବଳରାମଗଡ଼ିରୁ ୭ ଜଣ ମାଛ ମାରିବକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

 

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର