ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍‌ ମାର୍କ, ବୋର୍ଡ କତୃପକ୍ଷଙ୍କ ସୂଚନା

The Sakala Picture
Published On

କଟକ : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍‌ ମାର୍କ। ଦଶମ ବୋର୍ଡ ବିଜ୍ଞାନ ପରୀକ୍ଷା ସବଜେକଟିଭ ପରୀକ୍ଷାରେ ୪ ମାର୍କ ପ୍ରଶ୍ନ ନଥିବା ନେଇ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ ମାର୍କ। ତେବେ କେତେ ମାର୍କ ମିଳିବ ସେନେଇ ବୋର୍ଡ ପରୀକ୍ଷା କମିଟି ଖୁବ ଶୀଘ୍ର ନିଷ୍ପତି ନେବେ। ମୂଲ୍ୟାଙ୍କନ ସମୟରେ ଏହି ମାର୍କ ସେହି ବିଷୟର ମୂଳ ମାର୍କ ସହିତ ଯୋଡ଼ା ହେବ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବିଜ୍ଞାନ ସି-ସେଟ ପ୍ରଶ୍ନପତ୍ରରେ […]

କଟକ : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍‌ ମାର୍କ। ଦଶମ ବୋର୍ଡ ବିଜ୍ଞାନ ପରୀକ୍ଷା ସବଜେକଟିଭ ପରୀକ୍ଷାରେ ୪ ମାର୍କ ପ୍ରଶ୍ନ ନଥିବା ନେଇ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ ମାର୍କ। ତେବେ କେତେ ମାର୍କ ମିଳିବ ସେନେଇ ବୋର୍ଡ ପରୀକ୍ଷା କମିଟି ଖୁବ ଶୀଘ୍ର ନିଷ୍ପତି ନେବେ। ମୂଲ୍ୟାଙ୍କନ ସମୟରେ ଏହି ମାର୍କ ସେହି ବିଷୟର ମୂଳ ମାର୍କ ସହିତ ଯୋଡ଼ା ହେବ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବିଜ୍ଞାନ ସି-ସେଟ ପ୍ରଶ୍ନପତ୍ରରେ ୪ ମାର୍କ କମ ରହିଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ଥିଲେ। ସେହି ସମୟରେ ଏହି ଖବର ପ୍ରସାରତ ହେବା ପରେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିବା ସହ ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରାଯିବ ବୋଲି କହି ପିଲାଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ।

18 Mar 2025 By The Sakala

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍‌ ମାର୍କ, ବୋର୍ଡ କତୃପକ୍ଷଙ୍କ ସୂଚନା

କଟକ : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍‌ ମାର୍କ। ଦଶମ ବୋର୍ଡ ବିଜ୍ଞାନ ପରୀକ୍ଷା ସବଜେକଟିଭ ପରୀକ୍ଷାରେ ୪ ମାର୍କ ପ୍ରଶ୍ନ ନଥିବା ନେଇ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ ମାର୍କ। ତେବେ କେତେ ମାର୍କ ମିଳିବ ସେନେଇ ବୋର୍ଡ ପରୀକ୍ଷା କମିଟି ଖୁବ ଶୀଘ୍ର ନିଷ୍ପତି ନେବେ। ମୂଲ୍ୟାଙ୍କନ ସମୟରେ ଏହି ମାର୍କ ସେହି ବିଷୟର ମୂଳ ମାର୍କ ସହିତ ଯୋଡ଼ା ହେବ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବିଜ୍ଞାନ ସି-ସେଟ ପ୍ରଶ୍ନପତ୍ରରେ ୪ ମାର୍କ କମ ରହିଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ଥିଲେ। ସେହି ସମୟରେ ଏହି ଖବର ପ୍ରସାରତ ହେବା ପରେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିବା ସହ ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରାଯିବ ବୋଲି କହି ପିଲାଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର