ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ରାଜ୍ୟକୁ ପୁଣିଥରେ ଫେରିପାରେ ଲକ୍‌ଡାଉନ୍ !

The Sakala Picture
Published On

ଭୁବନେଶ୍ବର : ଦେଶରେ କେତେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକଡାଉନକୁ […]

ଭୁବନେଶ୍ବର : ଦେଶରେ କେତେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । CBK-Mohanty

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକଡାଉନକୁ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

lock down

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

ସେହିପରି ଯେଉଁମାନେ ଟୀକା ନେଇଛନ୍ତି, ସେମାନଙ୍କ ଅନୁମତିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । କେତେ ଆଣ୍ଟିବଡି ମାତ୍ରା ହୋଇଛି ସେନେଇ ମଧ୍ୟ ପରୀକ୍ଷା କରାଯାଉଛି । ଦୈନିକ ୧୦୦ ଜଣଙ୍କ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ସାରା ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ସଚିବ ଏନେଇ ନିର୍ଦେଶନାମା ଜାରି କରିଛନ୍ତି।odisha

ଅନ୍ୟପଟେ କେରଳ ଓ ମହାରାଷ୍ଟ୍ରରେ ଦ୍ଵିତୀୟ ଲହରୀ ଆସି ମୃତ୍ୟୁ ହାର ବଢିଛି ଓ ସଂକ୍ରମଣ ହାର ବି ବଢିଛି। ଆମର ବି ଏଠି କାଁ ଭାଁ ଦେଖାଯାଉଛି। ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ନ ହେଲେ ବଢିଲେ କିଛି କରି ହେବନି । ଗୋଟେ ବର୍ଷ ବନ୍ଦୀ ହୋଇ ରହିଲେ ଜନସାଧାରଣ, ପରେ ଜୀବନ ଜୀବିକା ପାଇଁ ନିୟମ କୋହଳ କରିଥିଲେ ସରକାର। ହେଲେ ସରକାର ନିୟମ ଭାଙ୍ଗିବାକୁ କାହାକୁ କହି ନଥିଲେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

20 Feb 2021 By The Sakala

ରାଜ୍ୟକୁ ପୁଣିଥରେ ଫେରିପାରେ ଲକ୍‌ଡାଉନ୍ !

ଭୁବନେଶ୍ବର : ଦେଶରେ କେତେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । CBK-Mohanty

ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକଡାଉନକୁ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।

lock down

ସେହିପରି ଯେଉଁମାନେ ଟୀକା ନେଇଛନ୍ତି, ସେମାନଙ୍କ ଅନୁମତିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । କେତେ ଆଣ୍ଟିବଡି ମାତ୍ରା ହୋଇଛି ସେନେଇ ମଧ୍ୟ ପରୀକ୍ଷା କରାଯାଉଛି । ଦୈନିକ ୧୦୦ ଜଣଙ୍କ ରକ୍ତ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ସାରା ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ସଚିବ ଏନେଇ ନିର୍ଦେଶନାମା ଜାରି କରିଛନ୍ତି।odisha

ଅନ୍ୟପଟେ କେରଳ ଓ ମହାରାଷ୍ଟ୍ରରେ ଦ୍ଵିତୀୟ ଲହରୀ ଆସି ମୃତ୍ୟୁ ହାର ବଢିଛି ଓ ସଂକ୍ରମଣ ହାର ବି ବଢିଛି। ଆମର ବି ଏଠି କାଁ ଭାଁ ଦେଖାଯାଉଛି। ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ନ ହେଲେ ବଢିଲେ କିଛି କରି ହେବନି । ଗୋଟେ ବର୍ଷ ବନ୍ଦୀ ହୋଇ ରହିଲେ ଜନସାଧାରଣ, ପରେ ଜୀବନ ଜୀବିକା ପାଇଁ ନିୟମ କୋହଳ କରିଥିଲେ ସରକାର। ହେଲେ ସରକାର ନିୟମ ଭାଙ୍ଗିବାକୁ କାହାକୁ କହି ନଥିଲେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର