ରାଜଧାନୀରେ କଂଗ୍ରେସର ଗର୍ଜନ: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ…

The Sakala Picture
Published On

ଭୁବନେଶ୍ବର: ବିରାଟ ପଟୁଆର ସହ ରାଜଧାନୀ ରାଜରାସ୍ତାରା ଆଜି ଗର୍ଜିଛି କଂଗ୍ରେସ । ବ୍ୟାରିକେଡ୍‌ ଭାଙ୍ଗିବା ବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଲାଠିଚାର୍ଜ କରିଛି। କଂଗ୍ରେସ କର୍ମୀ ମଧ୍ଯ ପୁଲିସ ଉପରକୁ ଟେକାପଥର, ଟମାଟୋ ମାଡ ଓ ଚେୟାର ଫୋପାଡ଼ିଛନ୍ତି। ପରେ ସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ପାଣି ମାଡ଼ କରିଥିଲା। ଗାଁ, ଗଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଏବଂ ନେତା ରାଜଧାନୀରେ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ସ୍ବର […]

ଭୁବନେଶ୍ବର: ବିରାଟ ପଟୁଆର ସହ ରାଜଧାନୀ ରାଜରାସ୍ତାରା ଆଜି ଗର୍ଜିଛି କଂଗ୍ରେସ । ବ୍ୟାରିକେଡ୍‌ ଭାଙ୍ଗିବା ବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଲାଠିଚାର୍ଜ କରିଛି। କଂଗ୍ରେସ କର୍ମୀ ମଧ୍ଯ ପୁଲିସ ଉପରକୁ ଟେକାପଥର, ଟମାଟୋ ମାଡ ଓ ଚେୟାର ଫୋପାଡ଼ିଛନ୍ତି। ପରେ ସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ପାଣି ମାଡ଼ କରିଥିଲା। ଗାଁ, ଗଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଏବଂ ନେତା ରାଜଧାନୀରେ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି । କଂଗ୍ରେସର ହଜାର ହଜାର ସମର୍ଥକ ଓ ନେତାମାନେ ପଦଯାତ୍ରା ଆରମ୍ଭ କରି ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଜୋରଦାର ଗର୍ଜିଛନ୍ତି । ନାରୀ ସୁରକ୍ଷାକୁ ନେଇ ରାମ ମନ୍ଦିର ଛକ ଠାରୁ ଲୋୟର ପିଏମଜି ଗାନ୍ଧୀ ମାର୍ଗ ଯାଏଁ, କଂଗ୍ରେସ କର୍ମୀ ଓ ନେତାଙ୍କ ରଣ ହୁଙ୍କାର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ପାଣ୍ଡିଆନ; ଇଟାଲୀରେ ବାଣ୍ଟିଲେ ‘୫-ଟି’ ମଡେଲର ଅଭିଜ୍ଞତା

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ ହ୍ରାସ: ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଉ ନାହିଁ ପବନର ଭୟ

 

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଷ୍ଟାଲ ଭ୍ୟାନ ଧକ୍କାରେ ୨ ବନ୍ଧୁଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର