ଆଜିଠୁ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଚଏସ୍‌ ଲକିଂ

The Sakala Picture
Published On

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫେବୃଆରୀ ଆସନ୍ତାକାଲି(୨ ତାରିଖ) ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିବେ। ମେଧା ତାଲିକାରେ ରହିଥିବା ଛାତ୍ରଛାତ୍ରୀ ଚଏସ ଲକିଂ କରିବାକୁ ଥିବାବେଳେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା […]

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫେବୃଆରୀ ଆସନ୍ତାକାଲି(୨ ତାରିଖ) ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିବେ। ମେଧା ତାଲିକାରେ ରହିଥିବା ଛାତ୍ରଛାତ୍ରୀ ଚଏସ ଲକିଂ କରିବାକୁ ଥିବାବେଳେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

02 Feb 2022 By The Sakala

ଆଜିଠୁ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଚଏସ୍‌ ଲକିଂ

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫେବୃଆରୀ ଆସନ୍ତାକାଲି(୨ ତାରିଖ) ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିବେ। ମେଧା ତାଲିକାରେ ରହିଥିବା ଛାତ୍ରଛାତ୍ରୀ ଚଏସ ଲକିଂ କରିବାକୁ ଥିବାବେଳେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ।

ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର