ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

Madhusudan Das Picture
Published On

ଭୁବନେଶ୍ୱର: ଦେଶରେ ହିନ୍ଦୁତ୍ୱ ଭାବକୁ ସବଳ, ଏକତା ବଜାଇ ରଖିବା ସହ ଅହରହ ସଚେତନତା ସୃଷ୍ଟି କରି ଚର୍ଛିତ ସଙ୍ଗଠନ ପାଲଟି ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ସ୍ତରୀୟ ସଙ୍ଗଠନ ଗଠିତ ହୋଇଯାଇଛି । ସଙ୍ଗଠନକୁ ସୁଦୃଦ ଏବଂ ମଜଭୁତ କରିବା ପାଇଁ ରାଜ୍ୟରେ ଯୁବ ନେତୃତ୍ୱଙ୍କୁ ସ୍ଥାନ ଦିଆଯାଇଛି । ଏହି ଅବସରରେ ଓଡିଶା ରାଜ୍ୟ ସଭାପତି ଗୀତ। ଚଇନିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ରାକେଶ ତିୱାରୀଙ୍କ ଅନୁମୋଦନ ଦ୍ୱାରା ମାଧୁରୀ ବୋଷଙ୍କୁ ଓଡିଶା ରାଜ୍ୟ ଉପ-ସଭାପତିର ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡିଛି। 

ଆହୁରି ପଢ଼ନ୍ତୁ: ଅବ୍ୟବସ୍ଥା ଘେରରେ ଏମ୍‌କେସିଜି ମେଡିକାଲ ରେଡିଓଲୋଜି ବିଭାଗ; ଏକ୍ସ-ରେ’ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

ମାଧୁରୀ ବୋଷ ବହୁ ବର୍ଷ ଧରି ଅଖିଳ ଭାରତୀୟ ହିନ୍ଦୁ ମହାସଭା ସହ ଜଡ଼ିତ ହୋଇ ରହିଛନ୍ତି। ପ୍ରକାଶ ଥାଉକି ମାଧୁରୀ ବର୍ଷ ବର୍ଷ ଧରି ଜନମଙ୍ଗଳକାରି କାର୍ଯ୍ୟ, ହିନ୍ଦୁ ଧର୍ମର ସୁରକ୍ଷା, ଗୋମାତାର ସୁରକ୍ଷା, ମଠ ମନ୍ଦିରର ସୁରକ୍ଷା, ସାଧୁସଂନ୍ଥ ଓ ହିନ୍ଦୁ ପରମ୍ପରା ଉଜ୍ଜୀବିତ କରି ରଖିବା ପାଇଁ ଗ୍ରାମଞ୍ଚଳରେ ଏବଂ ସହରାଞ୍ଚଳରେ ବେଶ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଏଭଳି ଗୁରୁ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

09 Apr 2026 By Madhusudan Das

ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

ଭୁବନେଶ୍ୱର: ଦେଶରେ ହିନ୍ଦୁତ୍ୱ ଭାବକୁ ସବଳ, ଏକତା ବଜାଇ ରଖିବା ସହ ଅହରହ ସଚେତନତା ସୃଷ୍ଟି କରି ଚର୍ଛିତ ସଙ୍ଗଠନ ପାଲଟି ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ସ୍ତରୀୟ ସଙ୍ଗଠନ ଗଠିତ ହୋଇଯାଇଛି । ସଙ୍ଗଠନକୁ ସୁଦୃଦ ଏବଂ ମଜଭୁତ କରିବା ପାଇଁ ରାଜ୍ୟରେ ଯୁବ ନେତୃତ୍ୱଙ୍କୁ ସ୍ଥାନ ଦିଆଯାଇଛି । ଏହି ଅବସରରେ ଓଡିଶା ରାଜ୍ୟ ସଭାପତି ଗୀତ। ଚଇନିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ରାକେଶ ତିୱାରୀଙ୍କ ଅନୁମୋଦନ ଦ୍ୱାରା ମାଧୁରୀ ବୋଷଙ୍କୁ ଓଡିଶା ରାଜ୍ୟ ଉପ-ସଭାପତିର ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡିଛି। 

ମାଧୁରୀ ବୋଷ ବହୁ ବର୍ଷ ଧରି ଅଖିଳ ଭାରତୀୟ ହିନ୍ଦୁ ମହାସଭା ସହ ଜଡ଼ିତ ହୋଇ ରହିଛନ୍ତି। ପ୍ରକାଶ ଥାଉକି ମାଧୁରୀ ବର୍ଷ ବର୍ଷ ଧରି ଜନମଙ୍ଗଳକାରି କାର୍ଯ୍ୟ, ହିନ୍ଦୁ ଧର୍ମର ସୁରକ୍ଷା, ଗୋମାତାର ସୁରକ୍ଷା, ମଠ ମନ୍ଦିରର ସୁରକ୍ଷା, ସାଧୁସଂନ୍ଥ ଓ ହିନ୍ଦୁ ପରମ୍ପରା ଉଜ୍ଜୀବିତ କରି ରଖିବା ପାଇଁ ଗ୍ରାମଞ୍ଚଳରେ ଏବଂ ସହରାଞ୍ଚଳରେ ବେଶ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଏଭଳି ଗୁରୁ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର