ପୋଖରୀକୁ ଖସିଲା କାର୍: ଜଣେ ମୃତ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜାମୁଡିହା ନିକଟରେ ଦୁର୍ଘଟଣା । ପୋଖରୀରେ ପଶିଗଲା କାର୍ । ଜଣେ ମୃତ । ବିଳମ୍ବିତ ରାତିରେ କାରଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ୪୦ ଫୁଟ ତଳେ ଥିବା ପୋଖରୀ ମଧ୍ୟକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାର୍ ପାଣିରୁ ବାହାର କରିବା ସହ ପୋଖରୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜାମୁଡିହା ନିକଟରେ ଦୁର୍ଘଟଣା । ପୋଖରୀରେ ପଶିଗଲା କାର୍ । ଜଣେ ମୃତ । ବିଳମ୍ବିତ ରାତିରେ କାରଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ୪୦ ଫୁଟ ତଳେ ଥିବା ପୋଖରୀ ମଧ୍ୟକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାର୍ ପାଣିରୁ ବାହାର କରିବା ସହ ପୋଖରୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତକ କେନ୍ଦ୍ରାପଡା ଜିଲ୍ଲାର ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

09 Oct 2021 By The Sakala

ପୋଖରୀକୁ ଖସିଲା କାର୍: ଜଣେ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜାମୁଡିହା ନିକଟରେ ଦୁର୍ଘଟଣା । ପୋଖରୀରେ ପଶିଗଲା କାର୍ । ଜଣେ ମୃତ । ବିଳମ୍ବିତ ରାତିରେ କାରଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ୪୦ ଫୁଟ ତଳେ ଥିବା ପୋଖରୀ ମଧ୍ୟକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାର୍ ପାଣିରୁ ବାହାର କରିବା ସହ ପୋଖରୀରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତକ କେନ୍ଦ୍ରାପଡା ଜିଲ୍ଲାର ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର