ପୁଣି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି। ଏହାସହ ଆଜିଠାରୁ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢିଛି। ଗୋଟିଏ ଜୋନରେ ତିନୋଟି ଟିମ୍ ପଇଁତରା ମାରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଫାଇନ୍ ଆଦାୟ ସହ ଗହଳି କଲେ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି। ଏହାସହ ଆଜିଠାରୁ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢିଛି। ଗୋଟିଏ ଜୋନରେ ତିନୋଟି ଟିମ୍ ପଇଁତରା ମାରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଫାଇନ୍ ଆଦାୟ ସହ ଗହଳି କଲେ ଦୋକାନ ସିଲ୍ ହେବ । ଆଜି ରବିବାର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ, ପାର୍କ, ମଠ, ମନ୍ଦିର ଆଦି ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜୋନାଲ୍ ଡେପୁଟି କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

09 Jan 2022 By The Sakala

ପୁଣି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି। ଏହାସହ ଆଜିଠାରୁ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢିଛି। ଗୋଟିଏ ଜୋନରେ ତିନୋଟି ଟିମ୍ ପଇଁତରା ମାରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଫାଇନ୍ ଆଦାୟ ସହ ଗହଳି କଲେ ଦୋକାନ ସିଲ୍ ହେବ । ଆଜି ରବିବାର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ, ପାର୍କ, ମଠ, ମନ୍ଦିର ଆଦି ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜୋନାଲ୍ ଡେପୁଟି କମିଶନର କହିଛନ୍ତି।

https://www.thesakala.in/latest-odisha-news/bmc-declared-7-places-as-covid-containment-zones/article-8278
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର