ଗ୍ରାହକ ବେଶରେ ଆସି ଜୁଏଲାରୀରୁ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଭିଡିଓ

The Sakala Picture
Published On

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି । ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ […]

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ । ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିଳେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ହାର ନେଇ ଚମ୍ପଟ ମାରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନର ମାଲିକ ଟୁନୁ ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

25 Jun 2021 By The Sakala

ଗ୍ରାହକ ବେଶରେ ଆସି ଜୁଏଲାରୀରୁ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଭିଡିଓ

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ।

ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ । ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିଳେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ହାର ନେଇ ଚମ୍ପଟ ମାରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନର ମାଲିକ ଟୁନୁ ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର