କୂଅକୁ ଖସିପଡ଼ିଲା ହାତୀ, ୨ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ

Madhusudan Das Picture
Published On

କଣ୍ଟାବାଞ୍ଜି : ଦୁଇ ଘଣ୍ଟାର ଉଦ୍ୟମ ପରେ କୂଅରୁ ଛୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ ଓ ଅଗ୍ନିଶମ ବାହିନୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀ ଛୁଆଟି ଖସିପଡିଥିଲା । ବନବିଭାଗ ଓ ପୋଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ପରେ ହାତୀଟିକୁ ଉଦ୍ଧାର କରିଛନ୍ତି । ଜେସିବି ମାଧ୍ୟମରେ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

15 Nov 2025 By Madhusudan Das

କୂଅକୁ ଖସିପଡ଼ିଲା ହାତୀ, ୨ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କଲେ ବନ ବିଭାଗ ଓ ଅଗ୍ନିଶମ ବାହିନୀ

କଣ୍ଟାବାଞ୍ଜି : ଦୁଇ ଘଣ୍ଟାର ଉଦ୍ୟମ ପରେ କୂଅରୁ ଛୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ ଓ ଅଗ୍ନିଶମ ବାହିନୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀ ଛୁଆଟି ଖସିପଡିଥିଲା । ବନବିଭାଗ ଓ ପୋଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ ଦୁଇ ଘଣ୍ଟା ପରେ ହାତୀଟିକୁ ଉଦ୍ଧାର କରିଛନ୍ତି । ଜେସିବି ମାଧ୍ୟମରେ ହାତୀକୁ କୂଅ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର