ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ ନିୟମ କୋହଳ କଲା ବିଏମ୍ସି, ଜାଣନ୍ତୁ କେତେ ଲୋକଙ୍କୁ ମିଳିଲା ଅନୁମତି
ଭୁବନେଶ୍ବର : ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ ନିୟମ କୋହଳ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି)। ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୨୫୦ ଲୋକ ଯୋଗ ଦେଇପାରିବେ ।ପୂର୍ବରୁ ୫୦ ଜଣରୁ ଅଧତ୍କ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା । ହେଲେ ନଭେମ୍ବର ୧ରୁ ଏହି ନିୟମ ରହିବ ନାହିଁ। ନଭେମ୍ବର ୧ରୁ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୨୫୦ […]
ଭୁବନେଶ୍ବର : ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟ ପାଇଁ ନିୟମ କୋହଳ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି)। ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୨୫୦ ଲୋକ ଯୋଗ ଦେଇପାରିବେ ।ପୂର୍ବରୁ ୫୦ ଜଣରୁ ଅଧତ୍କ ଏକାଠି ନହେବାକୁ କଟକଣା ଜାରି ହୋଇଥିଲା । ହେଲେ ନଭେମ୍ବର ୧ରୁ ଏହି ନିୟମ ରହିବ ନାହିଁ। ନଭେମ୍ବର ୧ରୁ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୨୫୦ ଯୋଗ ଦେଇପାରିବେ।
ଭୁବନେଶ୍ବର ମହାନଗର ନିଗମ(ବିଏମସି)ର ନୂଆ ଗାଇଡଲାଇନରେ ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ଲୋକ ସାମିଲ ହୋଇପାରିିବେ। ଏହା ସହ ଗାଇଡଲାଇନରେ କୁହାଯାଇଛି ଯେ, ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଲୋକଙ୍କୁ ଅନୁମତି ନେବାକୁ ପଡ଼ିବ। ଏଥିସହିତ କରୋନାର ଲକ୍ଷଣ ଥିଲେ ସେମାନଙ୍କୁ ମଣ୍ଡପ ବା ହୋଟେଲକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥି ସହିତ ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ମନା ।