ଲଭ, ସେକ୍ସ, ଧୋକା ଅଭିଯୋଗରେ ଓଡିଆ ଅଭିନେତା ଗିରଫ, ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

Madhusudan Das Picture
Published On

ଭୁବନେଶ୍ୱର: ଲଭ, ସେକ୍ସ, ଧୋକା ଅଭିଯୋଗରେ ଓଡିଆ ସିରିଏଲ ଅଭିନେତା ରଶ୍ମୀକାନ୍ତ ଭୂୟାଁ ଗିରଫ ପରେ ମୁହଁ ଖୋଲିଲେ ପୀଡିତା । ଫିଲ୍ମ କରିବା ନାଁରେ ଯୁବତୀଙ୍କ ଠାରୁ ନେଇଥିଲେ ୨୮ ଲକ୍ଷ ଟଙ୍କା । ୨୦୨୦ ମସିହାରୁ ଦୁହେଁ ସମ୍ପର୍କରେ ଥିଲେ। ପୀଡିତାଙ୍କ ଅଭିଯୋଗ ମୁତାବକ ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଜଣଙ୍କ । ପ୍ରତିବାଦ କରିବାରୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ବିବାହ ନକରି ଆଉ ଧରା ଛୁଆଁ ଦେଇନଥିଲେ । ବିଭିନ୍ନ ବାହାନାରେ ପୀଡିତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ମଧ୍ୟ ପରେ ଫେରାଇନଥିଲେ ଅଭିଯୁକ୍ତ ଜଣଙ୍କ । ଏ ନେଇ ମହିଳା ଥାନାରେ ଅଭିଯୋଗ ପରେ BNS 69 ଓ BNS ୩୧୮ ( ୨ ) ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ମହିଳା ଥାନା ପୋଲିସ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

20 May 2026 By Madhusudan Das

ଲଭ, ସେକ୍ସ, ଧୋକା ଅଭିଯୋଗରେ ଓଡିଆ ଅଭିନେତା ଗିରଫ, ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ଭୁବନେଶ୍ୱର: ଲଭ, ସେକ୍ସ, ଧୋକା ଅଭିଯୋଗରେ ଓଡିଆ ସିରିଏଲ ଅଭିନେତା ରଶ୍ମୀକାନ୍ତ ଭୂୟାଁ ଗିରଫ ପରେ ମୁହଁ ଖୋଲିଲେ ପୀଡିତା । ଫିଲ୍ମ କରିବା ନାଁରେ ଯୁବତୀଙ୍କ ଠାରୁ ନେଇଥିଲେ ୨୮ ଲକ୍ଷ ଟଙ୍କା । ୨୦୨୦ ମସିହାରୁ ଦୁହେଁ ସମ୍ପର୍କରେ ଥିଲେ। ପୀଡିତାଙ୍କ ଅଭିଯୋଗ ମୁତାବକ ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଜଣଙ୍କ । ପ୍ରତିବାଦ କରିବାରୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ବିବାହ ନକରି ଆଉ ଧରା ଛୁଆଁ ଦେଇନଥିଲେ । ବିଭିନ୍ନ ବାହାନାରେ ପୀଡିତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ମଧ୍ୟ ପରେ ଫେରାଇନଥିଲେ ଅଭିଯୁକ୍ତ ଜଣଙ୍କ । ଏ ନେଇ ମହିଳା ଥାନାରେ ଅଭିଯୋଗ ପରେ BNS 69 ଓ BNS ୩୧୮ ( ୨ ) ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ମହିଳା ଥାନା ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର