ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରାକ୍ଟର ଓଲଟି ଦୁଇ ମୃତ, ୨ ଗୁରୁତର

The Sakala Picture
Published On

ଗଞ୍ଜାମ: ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ଏକ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଖଣ୍ଡଦେଉଳି ଗ୍ରାମର ରମେଶ ସୀମା (୨୮) ଓ ବୁଲୁ ସୀମା (୨୫)। ଖବର ନେବାରେ ଜଣାପଡ଼ିଛି ଆଜି ଅପରାହ୍ନ ୨ଟା ବେଳେ ଓଡି୦୭ଏଲ-୯୮୫୧ ନମ୍ୱର ବିଶିଷ୍ଟ ଏକ ଟ୍ରାକ୍ଟର ଛୋଟାବସା ଅଞ୍ଚଳରୁ ଇଟା ଲୋଡ଼ କରି ବଳରାମପୁର ଅଭିମୁଖେ ଯାଉଥିଲା। କିନ୍ତୁ କୌଣସି […]

ଗଞ୍ଜାମ: ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ଏକ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଖଣ୍ଡଦେଉଳି ଗ୍ରାମର ରମେଶ ସୀମା (୨୮) ଓ ବୁଲୁ ସୀମା (୨୫)। ଖବର ନେବାରେ ଜଣାପଡ଼ିଛି ଆଜି ଅପରାହ୍ନ ୨ଟା ବେଳେ ଓଡି୦୭ଏଲ-୯୮୫୧ ନମ୍ୱର ବିଶିଷ୍ଟ ଏକ ଟ୍ରାକ୍ଟର ଛୋଟାବସା ଅଞ୍ଚଳରୁ ଇଟା ଲୋଡ଼ କରି ବଳରାମପୁର ଅଭିମୁଖେ ଯାଉଥିଲା। କିନ୍ତୁ କୌଣସି କାରଣବଶତଃ ଟ୍ରାକ୍ଟରଟି ବିରୁଳି ନୂଆପଲ୍ଲୀ ମଶାଣି ବନ୍ଧ ନିକଟରେ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟରରେ ଯାଉଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଛି। ମୃତକ ଦ୍ୱୟଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

17 Jul 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରାକ୍ଟର ଓଲଟି ଦୁଇ ମୃତ, ୨ ଗୁରୁତର

ଗଞ୍ଜାମ: ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ଏକ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଖଣ୍ଡଦେଉଳି ଗ୍ରାମର ରମେଶ ସୀମା (୨୮) ଓ ବୁଲୁ ସୀମା (୨୫)। ଖବର ନେବାରେ ଜଣାପଡ଼ିଛି ଆଜି ଅପରାହ୍ନ ୨ଟା ବେଳେ ଓଡି୦୭ଏଲ-୯୮୫୧ ନମ୍ୱର ବିଶିଷ୍ଟ ଏକ ଟ୍ରାକ୍ଟର ଛୋଟାବସା ଅଞ୍ଚଳରୁ ଇଟା ଲୋଡ଼ କରି ବଳରାମପୁର ଅଭିମୁଖେ ଯାଉଥିଲା। କିନ୍ତୁ କୌଣସି କାରଣବଶତଃ ଟ୍ରାକ୍ଟରଟି ବିରୁଳି ନୂଆପଲ୍ଲୀ ମଶାଣି ବନ୍ଧ ନିକଟରେ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟରରେ ଯାଉଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଛି। ମୃତକ ଦ୍ୱୟଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର